ଅନୁଗୁଳ, ୨୫/୧୦ (ସନ୍ଧାନ ନିଉଜ) : ଅନୁଗୁଳ ଜିଲା ନାଲକୋ ନଗରର ସିପିପି ପ୍ଲାଣ୍ଟ ପରିସରରେ ଥିବା ଏକ ୟୁନିଟରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ସଟ ସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡ କେତେ ପରିମାଣରେ କ୍ଷୟକ୍ଷତି ହୋଇଛି ସେନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଅଗ୍ନିଶମ ବାହିନୀ ନିଆଁ ଉଦ୍ୟମ କାର୍ଯ୍ୟ ଜାରି ରଖିଛି।
ନାଲକୋ ନଗର ସିପିପି ପ୍ଲାଣ୍ଟର ଏକ ୟୁନିଟରେ ଅଗ୍ନିକାଣ୍ଡ
|
October 25, 2019 |
