ନବରଙ୍ଗପୁର ଜିଲ୍ଲା କୋଡୀଙ୍ଗା ଥାନା ଅଧିକାରୀ ନିଲମ୍ବିତ

Spread the love

ନବରଙ୍ଗପୁର, ୧୭/୬ (ସନ୍ଧାନ ନିଉଜ) ନବରଙ୍ଗପୁର  ଜିଲ୍ଲାର କୋଡୀଙ୍ଗା ଥାନା ଅଧିକାରୀ ପୁଷ୍ପେନ୍ଦ୍ର ସାଗରଂକୁ ନିଲମ୍ବିତ କରିଛନ୍ତି | ତାଙ୍କ ସ୍ଥାନରେ କୋଷଗୁମୁଣ୍ଡା ଥାନାର ଅଧିକାରୀଙ୍କୁ କୋଡ଼ିଙ୍ଗ ଥାନାର ଦାୟିତ୍ୱ ଦିଆଯାଇଛି | ଶ୍ରୀ ସାଗର କେତେକ ଜୁଆଡି ଙ୍କୁ ଉଠେଇ ଆଣିଥିଲା | ଫଳରେ କୌଣସି ନିୟମ କାଉଁଣୁ କୁ ନାମାନି ତାଙ୍କୁ ଥାନା ହେପାଜତରେ ରଖି ଶାରୀରିକ ଏବଂ ମାନସିକ ଦଣ୍ଡ ଦେଇଥିଲା | ଫଳରେ ତାଙ୍କ ଦେହ ଖରାପ ହୋଇଥିଲା | ଥାନା ହାଜତରେ ଗୁରୁତର ହେବାରୁ ତାଙ୍କୁ ବିଶାଖାପାଟଣା ଡାକ୍ତରଖାନା କୁ ନେବା ବାଟରେ ଜଣଙ୍କର ମୃତ୍ୟୁ ହୋଇଥିଲା | ପରେ ଏହାକୁ ନେଇ ସ୍ଥାନୀୟ ଲୋକେ ପୋଲିସକୁ ଦାୟୀ କରିବା ସହିତ ଅସନ୍ତୋଷ ଦେଖାଦେଇଥିଲା | ଅଇନି ଶୁଙ୍କଳା ପରିସ୍ଥିତି ଉପିଯିବ ଆଶଙ୍କା ଦେଖାଦେଇଥିଲା | ଯାହା ଫଳ ସ୍ୱରୂପ ଡିଜିପି ତାଙ୍କୁ ନିଲମ୍ବିତ କରିଥିଲେ |

Report- Manas Rout ( Sandhan News Bureau Chief )

Related Posts

About The Author

Add Comment