ଧାମରା ବନ୍ଦରରେ ୨କେଜିର ଇଲିସି ମାଛ ୭ହଜାର ଟଙ୍କାରେ ହେଲା ବିକ୍ରୀ
ଧାମରା ବନ୍ଦରରେ ୨କେଜିର ଇଲିସି ମାଛ ୭ହଜାର ଟଙ୍କାରେ ହେଲା ବିକ୍ରୀ
Manas Kumar Rout |
September 6, 2019 |
ଭଦ୍ରକ,୬/୯ (ସନ୍ଧାନ ନିୟୁଜ)-ଚାନ୍ଦବାଲି ବ୍ଳକ ଧାମରା ବନ୍ଦରର ସମୁଦ୍ର ଉପକୂଳ ଚନ୍ଦିନୀପାଳ ମତ୍ସ୍ୟଧରା ଜେଠିରୁ ଏବେ ୨କେ.ଜି ଇଲିସି ମାଛର ମୂଲ୍ୟ ୭ହଜାର ଟଙ୍କାରେ ବିକ୍ରି ହୋଇଛି । ପ୍ରତିଦିନ ୫୦୦ ଗ୍ରାମରୁ ୧କିଲୋ ଓଜନର ଇଲିସି କିଲୋ ପିଚ୍ଛା ୫୦୦ରୁ ୭୦୦ଟଙ୍କାରେ ବିକ୍ରି ହୁଏ ।ହଲେ ଆଜି ୨କିଲୋ ଓଜନର ଇଲିସ ମାଛ କିଲୋ ପିଚ୍ଛା ୭ ହଜାର ଟଙ୍କାରେ ନିଲାମ ହୋଇଛି । କଲିକତାରେ ଏକ ମାଛ ରପ୍ତାନୀକାରୀ କମ୍ପାନୀ ସେହି ମାଛକୁ କିଣିଛି । କିଛିଦିନ ତଳେ ସେହି ଜେଟିରୁ ଭିନ୍ନ ୩୦କେଜି ଓଜନର ଏକ ତେଲିଆ ମାଛ ୩୫ ହଜାର ଟଙ୍କାରେ ବିକ୍ରି ହୋଇଥିଲା ।
Related Posts
About The Author