ଧାମରାରୁ ଧରା ହେଲା ବିରଳ ମାଛ ଯାହାର ଦାମ ଶୁଣିଲେ ଆପଣଙ୍କ ହୋସ ଉଡିଯିବ

Spread the love

ଭଦ୍ରକ,୨୫/୭ (ସନ୍ଧାନ ନିୟୁଜ ) : ଚାନ୍ଦବାଲି ଧାମରା ଉପକୂଳ ଗଭୀର ସମୁଦ୍ରରୁ ଏହି ବିରଳ ମାଛ ଉଦ୍ଧାର ହୋଇଛି । ଆଲୋକ ଜ୍ୟୋତି ନାମକ ଏକ ବୋଟରେ ୧୨ ଜଣ ଧୀବର ଏହି ମାଛଟିକୁ ଉଦ୍ଧାର କରିଛନ୍ତି | ଏହ ବିରଳ ମାଛର ନାଁ ‘କୈବଲ୍ଯ’ | ଏହି ମାଛକୁ ୩୨ ହଜାରରେ ଏକ କୋଲକାତର ଔଷଧ କମ୍ପାନୀ କିଣି ଏହାକୁ ୧ ଲକ୍ଷରେ ବିକ୍ରୀ କରି କୁଏତ୍ ପଠାଇଛି |

Report R Nayak

Related Posts

About The Author

Add Comment