• About Us
  • Contact Us
  • Recruitment

Sandhan News

WISH YOU ENJOYFULL RATHAJATRA

WISH TO ALL READER AND DEVOTE ON THE EVE OF RATHAJATRA

SANDHANEWS.COM


Menu
  • ଓଡିଶା
  • ଜିଲ୍ଲା
    • ଅନୁଗୁଳ
    • କଟକ
    • ଯାଜପୁର
    • କନ୍ଧମାଳ
    • କଳାହାଣ୍ଡି
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଖୋର୍ଦ୍ଧା
    • କୋରାପୁଟ
    • ଗଞ୍ଜାମ
    • ଗଜପତି
    • ଜଗତସିଂହପୁର
    • ଝାରସୁଗୁଡ଼ା
    • ଢେଙ୍କାନାଳ
    • ଦେବଗଡ଼
    • ନବରଙ୍ଗପୁର
    • ନୟାଗଡ଼
    • ନୂଆପଡ଼ା
    • ପୁରୀ
    • ବରଗଡ଼
    • ବଲାଙ୍ଗୀର
    • ବାଲେଶ୍ବର
    • ବୌଦ୍ଧ
    • ମୟୁରଭଞ୍ଜ
    • ଭଦ୍ରକ
    • ମାଲକାନଗିରି
    • ରାୟଗଡ଼ା
    • ସମ୍ବଲପୁର
    • ସୁନ୍ଦରଗଡ଼
    • ସୁବର୍ଣ୍ଣପୁର
  • ରାଜନୀତି
  • ଜାତୀୟ
  • ଆନ୍ତର୍ଜାତୀୟ
  • ବାଣିଜ୍ୟ
  • ପ୍ରୟାସ
  • ସୀଡ୍
  • ଭିଡ଼ିଓ ଖବର
  • ଇ ପେପର (E Paper)
  • ମନୋରଞ୍ଜନ
  • ଅପରାଧ
  • ସ୍ବାସ୍ଥ୍ୟ
  • ଖେଳ
  • ସହର
    • କଟକ
    • ଭୁବନେଶ୍ୱର
    • ପୁରୀ
    • ବ୍ରହ୍ମପୁର
    • ରାଉରକେଲା
  • ଛବିରେ ଖବର
  • ସାହିତ୍ୟ
    • ଗଳ୍ପ
    • କବିତା
    • ଆମ ସଂସ୍କୃତି, କଳା ଓ ଐତିହ୍ୟ
  • ବ୍ୟକ୍ତିତ୍ବ
    • ବିରଳ ବ୍ୟକ୍ତିତ୍ବ
    • ସାକ୍ଷାତକାର
  • ଆପଣଙ୍କ ରିପୋର୍ଟ
  • ରାଶିଫଳ
  • ଆମ ପର୍ବ ପର୍ବାଣୀ
    • ପଣା ସଂକ୍ରାନ୍ତି
    • ଆମ ପିଠାପଣା
  • ଆମ ଐତିହ
  • SANDHAN LIVE TV
ତାଜା ଖବର
  • ସବଡେଗା ବାଙ୍କୋପଡ଼ା ବସଷ୍ଟାଣ୍ଡ ର ଉନ୍ନତିକରଣ କେବେ? ବର୍ଷ ବର୍ଷ ଧରି ଲୋକେ ମୌଳିକ ସୁବିଧାରୁ ବଂଚିତ
  • ବ୍ରାହ୍ମଣୀ କୂଳରେ ଅଭାବନୀୟ କାଣ୍ଡ: ମା’ ରାମଚଣ୍ଡୀଙ୍କ ପୀଠରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍
  • ଏପ୍ରିଲ ୨୪ ରେ ସମସ୍ତ ମହିଳା ମାନେ ଭଦ୍ରକ ଚାଲ। ସାଂସଦ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ
  • ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
  • ସବଡେଗା ବସଷ୍ଟାଣ୍ଡ ରେ ମଦ ଓ ମନ୍ଦିର ର ମଧୁର ମିଳନ, ଆଇନ ଶୃଙ୍ଖଳା ତା ‘ ବାଟରେ
  • ଜଳିଗଲା ଟ୍ରେଲର: ଅଳ୍ପକେ ବର୍ତ୍ତିଲେ ଚାଳକ
  • ମଙ୍ଗଳପୁର ଥାନା ତ୍ରିନାଥ ମନ୍ଦିର ବାର୍ଷିକ ଉତ୍ସବ
  • ସରକାର ପରିବର୍ତ୍ତନ ପରେବି  କମିନି ପ୍ରଣବଙ୍କ ଲୋକ ପ୍ରିୟତା  ଅହିୟାସ ଠାରେ ବିଜେଡିର ମହା ମିଶ୍ରଣ ପର୍ବ
  • ଇଚ୍ଛାପୁର ଗ୍ରାମରେ ଜଗନ୍ନାଥ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା
  • ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
Home
ସାହିତ୍ୟ
ଗଳ୍ପ
 ଧର୍ମ ଓ ଆଧ୍ୟାତ୍ମିକ 

 ଧର୍ମ ଓ ଆଧ୍ୟାତ୍ମିକ 

Manas Kumar Rout | July 27, 2020 |
Spread the love
     

 ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମଣିଷକୁ ଅନେକ ଜୀବନଯାପନ ବ୍ୟତୀତ କରିବାକୁ ପଡିଥାଏ। ସେ ପାରିବାରିକ ଜୀବନ ହେଉ, ସାଂସାରିକ ଜୀବନ ହେଉ କିମ୍ବା ସାମାଜିକ ଜୀବନ ହେଉ। ଏ ସବୁ ଜୀବନ ମଧ୍ୟରେ ଏକ ଭିନ୍ନ ଜୀବନ ହେଉଛି ଆଧ୍ୟାତ୍ମିକ ଜୀବନ।    

                           ମଣିଷ ଜୀବନରେ ତିନୋଟି ସ୍ତର ରହିଛି। ଯଥା- ଭୌତିକ, ଆଧିଭୌତିକ ଓ ଆଧ୍ୟାତ୍ମିକ। ଆଧ୍ୟାତ୍ମିକ ଶବ୍ଦକୁ ବିଶ୍ଲେଷଣ କଲେ ଆଧ୍ୟାତ୍ମ+ଇକ ହେବ। ‘ଇକ’ ଶବ୍ଦର ଅର୍ଥ ପରି ବୋଲି ଆମେ ଜାଣୁ। ଯଦି କେବଳ ଅଧ୍ୟାତ୍ମ ଶବ୍ଦକୁ ବିଚ୍ଛେଦ କରିବା ତେବେ ଅଧି+ଆତ୍ମା ହେବ। ଅଧି ଶବ୍ଦର ଅର୍ଥ ହେଉଛି ‘ସମ୍ବନ୍ଧୀୟ’। ତେବେ ଆତ୍ମା ସମ୍ବନ୍ଧିୟ ବିଚାରକୁ ଆଧ୍ୟାତ୍ମିକ ବୋଲି କୁହାଯାଏ। ଆତ୍ମାକୁ ଆଖି ଆଗରେ ରଖି ଯେଉଁ କ୍ରିୟା କରାଯାଏ, ସେ ହେଲା ଆଧ୍ୟାତ୍ମିକ। ପ୍ରତ୍ୟେକ ଆତ୍ମା ପରମାତ୍ମାଙ୍କ ଅବଦାନ ଅଟେ। ଏବଂ ପରିଶେଷରେ ସେହି ଆତ୍ମା ପରମାତ୍ମାଙ୍କ ସହ ବିଲୀନ ହୋଇଯାଏ। ଏହାହିଁ ତ ଆତ୍ମାର ସ୍ଵରୁପ।  ଏହି ଆତ୍ମା ପରମାତ୍ମାଙ୍କ ପାଖରେ ପହଞ୍ଚି ପାରିଲେ ହିଁ ତା’ର ସାର୍ଥକତା ବଢେ । ପରମାତ୍ମାଙ୍କ ସହ ଆତ୍ମା  ର ସଂଯୋଗ କୁ ଲୋକେ ଆଧ୍ୟାତ୍ମିକତା ର ନାମ ଦେଇ ଦିଅନ୍ତି।
                 ଯେଉଁ ଆତ୍ମା ପରମାତ୍ମାଙ୍କ ସହ ବିଲୀନ ହେବ ବା ମିଳିବ ସେ ଆତ୍ମାକୁ ଜାଗ୍ରତ କରାଇବା ପାଇଁ ଏକ ଉର୍ଜା ର ଆବଶ୍ୟକତା ରହିଛି ବା ଅାତ୍ମ ନିରୀକ୍ଷଣ ର ଅାବଶ୍ୟକ ରହିଛି। ଏହି ଆତ୍ମା କୁ ଉର୍ଜା ପ୍ରାପ୍ତି ହୋଇଥାଏ ଉପାସନା ମାଧ୍ଯମରେ।ଉପାସନା ର ମାଧ୍ୟମ ହେଉଛି ମନ୍ତ୍ର ।ସଂସ୍କୁତ ସାହିତ୍ଯ କହେ-“ମନଂ ତରୟତେ ଇତି” ମନ୍ତ୍ର ଅର୍ଥାତ ମନ ,ପ୍ରାଣକୁ ଯିଏ ଉଦ୍ଧାର କରେ ବା ରକ୍ଷା କରେ ତାହା ହେଉଛି ମନ୍ତ୍ର ।ଏହି ହେତୁ ରୁ  ମନ୍ତ୍ର ଗାନ କରିବା ଏକ ପ୍ରକାର ଉପାସନା ଅଟେ।ଏହାଦ୍ବାରା ଅନ୍ତଃକରଣ ଶୁଦ୍ଧ ହୁଏ।ଏବଂ ଯେଉଁ ବ୍ଯକ୍ତିର ଅନ୍ତଃକରଣ ଶୁଦ୍ଧ ସେ କେବେବି କୌଣସି ଖରାପ କାର୍ଯ୍ଯ ପ୍ରତି ମନ ବଳାଏ ନାହିଁ।କାରଣ ସେ ଯେଉଁ ସମୟରେ କିଛି ଖରାପ କରିବାକୁ ଯିବ କିମ୍ବା କାହାର ଅନିଷ୍ଟ କରିବାକୁ ଯିବ, ତାକୁ ତାର ସେଇ ଆଧ୍ୟାତ୍ମିକ ଚେତନା ହିଁ ପ୍ରତିବନ୍ଧକ ସାଜିବ। ତେଣୁ ସାଧୁ ସଜ୍ଜନ ବ୍ୟକ୍ତି ମାନେ ଖରାପ କାର୍ଯ୍ୟ କରିପାରନ୍ତି ନାହିଁ। ଏବଂ ଯେଉଁ ମାନେ ଖରାପ କାର୍ଯ୍ୟ କରନ୍ତି, ସେମାନେ କେବେ ବି ସାଧୁସନ୍ଥ ନ ଥିଲେ।
ଆଧ୍ୟାତ୍ମିକ ଉପାସନା ର ଅନ୍ୟନାମ ହେଉଛି ଧର୍ମ। ସ୍ବଭାବତଃ ଆମେ ଆଧ୍ୟାତ୍ମିକ ବ୍ୟକ୍ତିକ କୁ ଧାର୍ମିକ ବ୍ୟକ୍ତି ବା ଇଶ୍ଵର ଉପାସକ ବୋଲି କହିଥାଉ। ତେବେ ଏହି ଧର୍ମ କ’ଣ? ବେଦ କହେ “ଧାରୟତେ ଇତି ଧର୍ମ” । ଅର୍ଥାତ୍ ଯାହା ଆମକୁ ଧରି ରଖିଛି ତାହା ହିଁ ଧର୍ମ।ଓଡ଼ିଆ ଜାତିର ମାଇଲଖୁଣ୍ଟ ଭାଗବତ କହେ-
  “ଧର୍ମ ଧାରଣ  ଏ ଜଗତ
  ଧର୍ମ ରୁ ସୃଷ୍ଟି ଏଜଗତ।।”
ପୁନଶ୍ଚ ଧର୍ମ କୁ ବିଶ୍ଳେଷଣ କରିଛନ୍ତି କବିବର ରାଧାନାଥ ରାୟ ତାଙ୍କ କାବ୍ୟ ପୁସ୍ତକ ଦରବାରରେ-
“ଧର୍ମ ଏକ ମୋହ ଗଢ଼ିଛନ୍ତି ବିଧି
ଦରିରକୁ ଏହି ସଂସାର ବରିଧି ।
ଧର୍ମ ଏକା ସମ ମହତ ପଣିଆ
ଆଉସ କୁ ପଣ ଅଡେଇ ଦିନିଆ।’
ତେଣୁ ଆଧ୍ୟାତ୍ମିକତା ର ମୂଳ ବିନ୍ଦୁ ହେଉଛି ଧର୍ମ ।ଛୋଟଛୁଆଙ୍କ ଭାଗବତ କହିଲେ ‘ମଧୁସୂଦନ ରାଓ’ ଙ୍କ ଛବିଳ ମଧୁ ‘ବର୍ଣ୍ଣବୋଧ’।ସେଥିରେ ସେ ସୁନ୍ଦର କଥାଟିଏ ଲେଖିଛନ୍ତି –
 “ବାଲ୍ୟକାଳୁ ଧର୍ମ ଧନ ମୁଁ ସଞ୍ଚିବି
        ଏ ଜୀବନ ଅନିଶ୍ଚିତ
କେଜାଣି କାହାର ଆଜି ମୃତ୍ୟୁକାଳ
        ହୋଇଯିବ ଉପସ୍ଥିତ ।
କ୍ଷୁଦ୍ରକୀଟ ଭଇ ଅଳ୍ପ ଅଳ୍ପ କରି
        ରଚୟି ବାଲ୍ମୀକ ଘର
ମୁହିଁ ସେହିପରି ସଞ୍ଚିବି ଯତନେ
      ଧର୍ମ ଧନ  ନିରନ୍ତର।।”
ଅର୍ଥାତ ଏହି ଆଧ୍ୟାତ୍ମିକତା ରୂପକ ଧର୍ମକୁ ଆମେ ପିଲାଟି ବେଳରୁ ହିଁ ସଞ୍ଚୟ କରିବା ଦରକାର।ଅାଜିର ବିଂଶ ଶତାବ୍ଦୀର ନବ ଯୁଗରେ ଶିଶୁ ଅାଧ୍ୟାତ୍ମିକତା ଓ ଧର୍ମ ଠାରୁ ଦୂରକୁ ଦୂରକୁ ପଳେଇ ଯାଉଛି,ହାଲୋ ହାଏ ର ସଭ୍ୟତାରେ ଆଜିର ଶିଶୁ କବଳିତ।ଏ ଦିଗରେ ଅଭିଭାବକ ତଥା ପରିବାର ଲୋକ ଗୁରୁଦାୟିତ୍ବ ବହନ କରିବା ଦରକାର ,କାରଣ ଶିଶୁ ଅନୁକରଣ ପ୍ରିୟ।ବଡ଼ ମାନେ ଯାହା କରିବେ ଶିଶୁ ମାନେ ତାହାର ଅନୁକରଣ କରନ୍ତି।ଯଦି  ଶିଶୁ ଟି ଦେଖେ ତାର ଜେଜେ ବାପା ମା’ କୁ ତାର ପିତା ପ୍ରଣାମ କରୁଛି,ତେବେ ଶିଶୁ ମଧ୍ୟ ତାର ପିତା ମାତା କୁ ପ୍ରଣାମ ନିଶ୍ଚୟ କରିବ।ଏବଂ ସମାଜରେ ସେ ପ୍ରମାଣିତ କରିବ ବୁଦ୍ଧଙ୍କର ସେଇ ମହତ୍ ବାଣୀ‐
                  ‘ଧର୍ମଂ ଶରଣଂ ଗଛ୍ଥାମି’
ତେଣୁ ସମାଜକୁ ଧର୍ମ ର ଆବଶ୍ୟକତା ରହିଛି,ଏବଂ ଆତ୍ମା କୁ ଧର୍ମ ର ଆବଶ୍ୟକତା ରହିଛି ଧର୍ମ ଏବରଂ ଆତ୍ମା ର ସମୀକରଣରେ ସୃଷ୍ଟି ହେବ ଆଧ୍ୟାତ୍ମିକତା ।

ପ୍ରାବନ୍ଧିକ – ସୌଭାଗ୍ୟ ରଞ୍ଜନ ମହାପାତ୍ର 

ଅଧ୍ୟାପକ,ଵୈଦିକ ମହାବିଦ୍ୟାଳୟ,ସମ୍ବଲପୁର

Related Posts

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଜଗନ୍ନାଥ ଦର୍ଶନ

March 1, 2020 | Biswajit Parida |
ଅଧିକ ପଢନ୍ତୁ

ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ଦୁର୍ବୃତ୍ତ

November 25, 2019 | Manas Kumar Rout |
ଅଧିକ ପଢନ୍ତୁ

ଚଣ୍ଡିଖୋଲରେ ବୁଦ୍ଧ ଜୟନ୍ତୀ ପାଳିତ

May 26, 2021 | Sandhan News |
ଅଧିକ ପଢନ୍ତୁ

International Scholars Visit Buddhist Sites of Odisha; Research Book Presented

January 11, 2026 | Manas Kumar Rout |
ଅଧିକ ପଢନ୍ତୁ

About The Author

Manas
More From This Author

Add Comment

Cancel reply

HAPPY NEW YEAR-2024

NETANKA SALARY PENSION

https://www.youtube.com/watch?v=F08PxOH-G8A&t=60s

ସ୍ୱତନ୍ତ୍ର

ମନେ ପଡନ୍ତି: ସ୍ୱାଧୀନତା ସଂଗ୍ରାମୀ ରମାଦେବୀ

ଗୁରୁ ନାନକ

ଚୈତନ୍ୟ

ପଦ୍ମଶ୍ରୀ ଜୟନ୍ତ ମହାପାତ୍ର

ପ୍ରତ୍ନତ‌ତ୍ତ୍ୱବିଦ୍ ରମେଶ ପ୍ରସାଦ ମହାପାତ୍ର

ସେପ୍ଟେମ୍ବର ମାସର ସନ୍ଧାନ ନିୟୁଜର ନିମ୍ନରେ ଥିବା ଲିଙ୍ଗରେ କ୍ଲିକ୍ କରି ଡାଉନଲୋଡ କରନ୍ତୁ

Buddhism during the Bhaumakara Period: A case of study on Social life in Odisha

ପରାଧୀନ ଭାରତର ମୁକ୍ତିପୀଠ ରକ୍ତତୀର୍ଥ ଇରମ

Urgent Required

  • Popular
  • Recent

Dibyadrasana

https://www.youtube.com/watch?v=Y2c8N7c5BzI&t=209s

ନୋଟିସ୍

ପ୍ରତିନିଧି ଆବଶ୍ୟକ 

ସ୍ୱତନ୍ତ୍ର ପ୍ରତିନିଧି ଆବଶ୍ୟକ, ଯୋଗାଯୋଗ-୯୪୩୭୮୧୯୩୭୫, ଶିକ୍ଷାଗତ ଯୋଗ୍ୟତା: +୩ (ସମ୍ମାନ) ବା ପ.ଜି ଯେକୈଣସି ବିଷୟରେ

FOR GOVT AND PRIVATE JOBS INFORMATION CONTACT-9437819735

Admission Open DU Public School Chandikhole Jajpur

Recent Posts

  • ସବଡେଗା ବାଙ୍କୋପଡ଼ା ବସଷ୍ଟାଣ୍ଡ ର ଉନ୍ନତିକରଣ କେବେ? ବର୍ଷ ବର୍ଷ ଧରି ଲୋକେ ମୌଳିକ ସୁବିଧାରୁ ବଂଚିତ
  • ବ୍ରାହ୍ମଣୀ କୂଳରେ ଅଭାବନୀୟ କାଣ୍ଡ: ମା’ ରାମଚଣ୍ଡୀଙ୍କ ପୀଠରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍
  • ଏପ୍ରିଲ ୨୪ ରେ ସମସ୍ତ ମହିଳା ମାନେ ଭଦ୍ରକ ଚାଲ। ସାଂସଦ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ
  • ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
  • ସବଡେଗା ବସଷ୍ଟାଣ୍ଡ ରେ ମଦ ଓ ମନ୍ଦିର ର ମଧୁର ମିଳନ, ଆଇନ ଶୃଙ୍ଖଳା ତା ‘ ବାଟରେ
  • ଜଳିଗଲା ଟ୍ରେଲର: ଅଳ୍ପକେ ବର୍ତ୍ତିଲେ ଚାଳକ
  • ମଙ୍ଗଳପୁର ଥାନା ତ୍ରିନାଥ ମନ୍ଦିର ବାର୍ଷିକ ଉତ୍ସବ
  • ସରକାର ପରିବର୍ତ୍ତନ ପରେବି  କମିନି ପ୍ରଣବଙ୍କ ଲୋକ ପ୍ରିୟତା  ଅହିୟାସ ଠାରେ ବିଜେଡିର ମହା ମିଶ୍ରଣ ପର୍ବ
  • ଇଚ୍ଛାପୁର ଗ୍ରାମରେ ଜଗନ୍ନାଥ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା
  • ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ

Alochana new episode

https://www.youtube.com/watch?v=h2Jlw6Dbk9g&t=31s

PURCHESH THIS BOOK ONLY @ rS-500

Copyright © 2026 Sandhan News 
  • About Us|
  • Contact Us|
  • Recruitment|