ଧର୍ମଶାଳା ୩/୧/୨୦୨୦ (ସନ୍ଧାନ ନିଉଜ) ଧର୍ମଶାଳା ସାହିତ୍ୟ ସମାଜ ପକ୍ଷରୁ ଗୋକର୍ଣ୍ଣେଶ୍ୱର ମନ୍ଦିର ପରିସରରେ ମଙ୍ଗଳବାର ବର୍ଷ ପୂର୍ଭି କବିତା ପଠୋସ୍ରବ ସଭାପତି ଡ଼. ଜଗନ୍ନାଥ ଜେନା ଅଧକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଉସ୍ରବ କୁ ଧର୍ମଶାଳା ପୂର୍ବତନ ବିଧାୟକ ରବିଲାବଣ୍ୟ ଊଦ୍ଘାଟନ କରିଥିଲେ ମୁଖ୍ୟଅତିଥୀ ଭାବେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ଼.ନୃସିଂହ ଚରଣ ଷଡ଼ଗୀ ଅନ୍ୟତମ ଅତିଥୀ ଭାବେ ଡ଼. ସୁର୍ଯ୍ୟମଣି ଖୁ•ିଆ ଯୋଗ ଦେଇଥିଲେ । ଏହି ଅବସରରେ ରାଜକିଶୋର ପାଢୀ ପୁସ୍ତକ “ରଫ୍ଖାତା“ ଧୁ୍ରବଚରଣ ବିଶାଳ ପ୍ରବଦ ପୁସକ ତତ୍ୱକଳିକା, ଗୋଲକ ଚଦ୍ର ପଲେଇ କବିତା ପୁସକ “ସେବାରେ ଜୀବନ“, ଅତିଥୀ ଆସିଥିଲେ କାର୍ଯ୍ୟକାରୀ ସଭାପତି ବେଣୁଧର ନାୟକ ଅତିଥୀ ପରିଚୟ ପ୍ରଦାନ କରିଥିବା ବେଳେ କାହ୍ନୁଚରଣ ଦାଶ ସ୍ୱାଗତ ଭାଷଣ ଦେଇଥିଲେ ସାଧାରଣ ସପାଂଦକ ଡ଼.ପ୍ରଶାନ୍ତ କୁମାର ସ୍ୱାଇଁ ସଂପାଦକୀୟ ବିବରଣୀ ପାଠ କରିଥିଲେ ଡ଼.ରାଜକିଶୋର ପାଢୀ ଅତିଥି ମାନକୁ ସମ୍ବର୍ଦ୍ଧିତ କରିଥିଲେ । ଉନ୍ମୋଚିତ ପୁସ୍ତକ ଉପରେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ମନୋରଞ୍ଜନ ମହାନ୍ତି, ଅର୍ଜୁନ ପୃଷ୍ଠି, ପ୍ରଶାନ୍ତ କୁମାର ସ୍ୱାଇଁ ସମିକ୍ଷା କରିଥିଲେ । ଏହି ଅବସରରେ ବହୁ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ଅବସରପ୍ରାପ୍ତ ଶିକ୍ଷାବିତ୍ ଯୁଧିଷ୍ଠିର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।
ଧର୍ମଶାଳା ସାହିତ୍ୟ ସମାଜ ପକ୍ଷରୁ କବିତା ପାଠୋତ୍ସବ
|
January 3, 2020 |
![](https://sandhannews.com/wp-content/uploads/2020/01/Screenshot_2020_0101_063301.png)