ଧର୍ମଶାଳା ଥାନା ଅଧିକାରୀଙ୍କ ବିରୋଧରେ ଆ.ଜିଙ୍କୁ ଫେରାଦ ହେଲେ ସାମ୍ବାଦିକ

Spread the love

ଧର୍ମଶାଳା ଥ।।ନା ଅଧିକାରୀ ରାକେଶ ତ୍ରୀପାଠୀ ଏକ ମିଥ୍ୟା କେସରେ ଧର୍ମଶାଳାର ଯୁବ ତଥା ଦୁର୍ନିତିକୁ ପଦାକୁ ଆଣୁଥିବା ସାମ୍ବାଦିକଙ୍କୁ ବେଆଇନ୍ ଗିରଫ କରିବା ନେଇ ଆଜି କେତକ ସାମ୍ବାଦିକ ପୋଲିସ ବିଭାର ମୁଖ୍ୟ ଆଇ.ଜିଙ୍କୁ ଭେଟି ଧର୍ମଶାଳାରେ ଚାଲିଥିବା ଅରାଜକଥା ବିଷୟରେ କହିଛନ୍ତି । ଧର୍ମଶାଳାରେ କିଭଳି ;ବଆଇନ୍ ଭାବେ ସାମ୍ବାଦିକ ସଞ୍ଜୟଙ୍କୁ ଗିରଫ କରାଯାଇ ବିଭିନ୍ନ ସଙ୍ଗୀନ ଦଫା ଲଗାଯାଇଛି ତାହା ଉପରେ ଆଜି କହିବା ପରେ ଧର୍ମଶାଳା ଥାନା ଅଧିକାରଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଆଜି ପ୍ରକାଶ କରିଥିଲେ । ଚଣ୍ଡିଖୋଲ ପ୍ରେସ କ୍ଲବର ବାର୍ଷିକ ଉତ୍ସବ ଅବସରରେ ଆଜିଙ୍କୁ ଭେଟ କରିବା ପରେ ସାମ୍ବାଦିକ ଉପରେ ହେଉଥିବା ଆର୍କମଣ ବିରୁଧରେ ଦୃଢ଼ କାର୍ଯନୁଷ୍ଠାନ ନେବା ପାଇଁ ମଧ୍ୟ ଆଜି ପ୍ରକାଶ କରିଛନ୍ତି ।

Related Posts

About The Author

Add Comment