ଯାଜପୁର:ଯାଜପୁର ଜନ ଅଧିକାର ମଞ୍ଚ ଓ ରାଷ୍ଟ୍ରୀୟ ଯୁବା ସଂଗଠନ ଯାଜପୁର ପକ୍ଷରୁ ଆବାହକ ନିରଞ୍ଜନ ଖିଲାର, ଆଦିତ୍ୟ ମାହୁନ୍ତ, ରାଷ୍ଟ୍ରୀୟ ଯୁବା ସଂଗଠନ ଜିଲ୍ଲା ସଭାପତି ଦୀପ୍ତିମୟ ନାୟକ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଶିବାଶିଷ ମହାରଣା ଙ୍କୁ ଭେଟି ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ଅବ୍ୟବସ୍ଥା ସମେତ ସାଧାରଣ ଜନତା ଭୋଗୁଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ତୁରନ୍ତ ଡାକ୍ତର ନିଯୁକ୍ତି ଓ ଅଲଟ୍ରାସାଉଣ୍ଡ ମେସିନ୍ ସଂଯୋଗ ସମେତ ପ୍ରତ୍ୟେକ ପଞ୍ଚାୟତ ରେ ଏ.ଏନ.ଏମ ସେଣ୍ଟର ନିର୍ମାଣ ଦାବୀ ରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ଯାଜପୁର ଜନ ଅଧିକାର ମଞ୍ଚ ଓ ରାଷ୍ଟ୍ରୀୟ ଯୁବା ସଂଗଠନ ପକ୍ଷରୁ ଦାବୀ ପତ୍ର ପ୍ରଦାନ କରାଯାଇଛି ।
ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ଅବ୍ୟବସ୍ଥା ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ଦାବୀ ପତ୍ର ପ୍ରଦାନ
|
March 6, 2023 |



