ଦୟାନିଧି ପ୍ରତିଭା ସମ୍ମାନ ସମାରୋହ – ୨୦୨୩ ଅନୁଷ୍ଟିତ

Spread the love

କଟକ  : କଟକ ସଦର ଅନ୍ତର୍ଗତ ୪୨ ମୌଜାସ୍ଥ ପଟଣା ଗ୍ରାମର ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ”ର ସଭାପତି ଅବସରପ୍ରାପ୍ତ  ଆଦର୍ଶ ଶିକ୍ଷୟତ୍ରୀ,କବୟିତ୍ରୀ ସରୋଜ ନଳିନୀ ପରିଜା, କାର୍ଯ୍ୟକାରୀ ସଭାପତି ଶିକ୍ଷକ ରତ୍ନ ଅଭୟ କୁମାର ଦାସ,ଉପସଭାପତି ସର୍ଦାର ଉପେନ୍ଦ୍ର ବାରିକ୍,ସାଧାରଣ ସମ୍ପାଦକ ଦକ୍ଷ ସଂଗଠକ ନାରାୟଣ ଚନ୍ଦ୍ର ମହାନ୍ତିଙ୍କ ଉପସ୍ଥିତିରେ ଦୟାନିଧି ପ୍ରତିଭା ସମ୍ମାନ – ୨୦୨୩ ରେ ସମ୍ମାନିତ ହେଲେ ଏରଞ୍ଚ ଗ୍ରାମର ଦକ୍ଷ,ସଚ୍ଚୋଟ ଅବସର ପ୍ରାପ୍ତ ଇଞ୍ଜିନିୟର ଶ୍ରୀଯୁକ୍ତ ସାଧୂଚରଣ ପତି ଏବଂ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ତଥା ଗବେଷକ ,କବି ହର୍ଷବର୍ଦ୍ଧନ ପତି।

Related Posts

About The Author

Add Comment