ଦେଶରେ ଭାଙ୍ଗିଲା ସମସ୍ତ ରେକର୍ଡ଼ -୭୫, ୭୬୦ ନୂଆ କରୋନା ଆକ୍ରାନ୍ତ, ୧, ୦୨୩ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୬୦, ୪୭୨ ଟପିଲା
ଦେଶରେ ଭାଙ୍ଗିଲା ସମସ୍ତ ରେକର୍ଡ଼ -୭୫, ୭୬୦ ନୂଆ କରୋନା ଆକ୍ରାନ୍ତ, ୧, ୦୨୩ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୬୦, ୪୭୨ ଟପିଲା
Santosh Rout |
August 27, 2020 |
ନୂଆଦିଲ୍ଲୀ ୨୭/୮ (ସନ୍ଧାନ ନିଉଜ) ଦେଶରେ ୭୫, ୭୬୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୦୨୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩, ୧୦, ୨୩୫ କୁ ବୃଦ୍ଧି ପାଇଛି ଓ ୭, ୨୫, ୯୯୧ ଜଣ ସକ୍ରୀୟ ଥିବାବେଳେ ଏବଂ ୨୫, ୨୩, ୭୭୨ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୬୦, ୪୭୨ କୁ ବୃଦ୍ଧି ପାଇଛି।
Related Posts
About The Author