ଦୁର୍ବୁତ୍ତ ଗ୍ରିଲ ଭାଙ୍ଗି ଲୁଟି ନେଲେ ହନୁମାନ ମନ୍ଦିର ଦାନବlକ୍ସ

Spread the love

ଯାଜପୁର(ସନ୍ଧାନ ନ୍ୟୁଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟୀ ଗ୍ରାମ ପଞ୍ଚାୟତ ଫୁଲାଡ଼ି ଗ୍ରାମର ହନୁମାନ ମନ୍ଦିରରୁ ବିଳମ୍ବିତ ରାତିରେ ଗ୍ରିଲ ଭାଙ୍ଗି ଲୁଟ l ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତରେ ଦୃବୁତ ମାନେ ହନୁମାନ ମନ୍ଦିରର ଗ୍ରିଲ ଭାଙ୍ଗି ମନ୍ଦିରର ଦାନ ବାକ୍ସ ମାଇକ ସେଟ ଲୁଟି ନେଇଛନ୍ତି l ଏନେଇ ହନୁମାନ ମନ୍ଦିରର ସଭ୍ୟ ମାନେ ଧର୍ମଶାଳା ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି l

Related Posts

About The Author

Add Comment