ଭଦ୍ରକ, ୦୭.୦୨.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ଭୁବନେଶ୍ଵରରୁ ବାସୁଦେବପୁର ଯାଉଥିବା ନାୟକ ନାମକ ଘରୋଇ ବସ୍ ଶନିବାର ସିରିଜ୍ ଦୁର୍ଘଟଣା ଘଟାଇଛି। ବସ୍ଟି ଦ୍ରୁତ ବେଗରେ ଆସି ଆଖୁଆପଡା ନିକଟରେ ୨/୩ ଗାଡିକୁ ଧକ୍କା ଦେଇ ଖସି ପଳାଉଥିଲା। ଏହାର ସୂଚନା ପାଇ ପୋଲିସ ଭଣ୍ଡାରୀପୋଖରୀ ନିକଟରେ ବସ୍କୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି। ଯାତ୍ରୀ ମାନଙ୍କୁ ଓହ୍ଲାଇ ଅନ୍ୟ ଗାଡିକୁ ସ୍ଥାନାନ୍ତରିତ କରାଯାଇଛି।
ଦୁର୍ଘଟଣା ଘଟାଇ ଥିବା ବସ୍ ସହ ଡ୍ରାଇଭର ଜବତ
|
February 7, 2021 |



