ଦୁର୍ଘଟଣାରେ ବାଇକ ଆରୋହୀ ମୃତ।

Spread the love

ବାଲେଶ୍ବର, ୧୨/୧୨ (ସନ୍ଧାନ ନିଉଜ) : ବାଲେଶ୍ବର ଜିଲ୍ଲା ଖଇରା ଥାନା ଅଧିନ କୁପାରୀ ଆଗରପଡା ରାସ୍ତାରେ ଆଜି ଅପରାହ୍ନରେ ଢେଡ଼ ପଦା ଗ୍ରାମର ବିଶ୍ୱନାଥ ରାଉତଙ୍କ ପୁଅ ଅଜୟ ରାଉତ ୩୦ ପକ୍କା କାମ ସାରି କୌଣସି କାମ ପାଇଁ କୁପାରୀ ବଜାରକୁ ଆସୁଥିବା ସମୟରେ କୁପାରୀ ଇଲେକ୍ଟ୍ରି ଷ୍ଟକ୍ଚର ରାସ୍ତା ପାଖରେ ଥିବା ଅଶ୍ୱସ୍ଥ ଗଛରେ ପିଟି ହୋଇ ତଳେ ପଡି ଯାଇଥିଲେ ।ସଙ୍ଗେ ସଙ୍ଗେ ଉପସ୍ଥିତ ଲୋକ ମାନେ ୧୦୮କୁ ଖବର ଦେଇଥିଲେ।୧୦୮ ଘଟଣା ସ୍ଥଳରେ ପହଞ୍ଚି ଅଜୟଙ୍କୁ ଖଇରା ମେଡିକାଲକୁ ଆଣିଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

 

Report Susanta Nayak

Related Posts

About The Author

Add Comment