ଯାଜପୁର ସଦର, ୧୦ା୦୮: ଯାଜପୁର ଜିଲ୍ଲାରେ ଯାଜପୁର ବ୍ଲକ ଅନ୍ତର୍ଗତ ଝାଲପଡ଼ା ପଂଚାୟତରେ ରିଲିଫ ବଣ୍ଟନ ହେଉଥିବା ବେଳେ, ସାଂସଦଙ୍କ ପକ୍ଷରୁ ଦିଆଯାଇଥିବା ସାମଗ୍ରୀକୁ ଲୋକମାନଙ୍କୁ ବଣ୍ଟନ କରାଯାଉଥିବା ବେଳେ, ସେହି ଝାଲପଡ଼ା ଗ୍ରାମର ଜଣେ ଦଳିତ ଯୁବକ ବ୍ରହ୍ମବରଦା ସମାଜର ପ୍ରତିନିଧି ପ୍ରକାଶ ସାହୁ ଏବଂ ରସୁଲପୁର ପ୍ରେସ ଫୋରମର ସଭାପତି ବିଶ୍ୱଜିତ ପତିଙ୍କୁ ଅସଭ୍ୟ ଭାଷାରେ ଗାଲିଗୁଲଜ କରିବା ସହିତ ପ୍ରକାଶ ସାହୁଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ । ଏନେଇ ୨ ସାମ୍ବାଦିକ ବ୍ରହ୍ମବରଦା ଥାନାରେ ଅଭିଯୋଗ କରିବାରୁ ଥାନାର ଭାରପ୍ରାପ୍ତ ଅଧିକାରୀ ବିଭୁତି ଭୁଷଣ ପାତ୍ର ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଶ୍ରୀ ପାତ୍ର ଆମ ଜିଲ୍ଲା ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ।
ଦୁଇ ସାମ୍ବାଦିକଙ୍କୁ ଆକ୍ରମଣ କରି ଆସାମୀ ଜେଲ ଗଲେ
|
August 11, 2023 |
![](https://sandhannews.com/wp-content/uploads/2023/08/sandhan.jpg)