ଭୁବନେଶ୍ୱର ୧୯/୦୪ (ସନ୍ଧାନ ନିଉଜ) କରୋନା ନେଇ କେନ୍ଦ୍ର ସରକାରଙ୍କ ତାଜା ତଥ୍ୟ । ଗତ ୨୪ ଘଂଟାରେ ଦେଶରେ ୯୯୧ ଜଣ ଆକ୍ରାନ୍ତ ଚିହ୍ନଟ ହାଇଥିବା ବେଳେ ୪୩ ଜଣଙ୍କ ଜୀବନ ଯାଇଛି । ଭାରତରେ ୧୯୯୨ ଲୋକ ସୁସ୍ଥ ହୋଇଛନ୍ତି । ୪୫ ଜିଲ୍ଲାରୁ ୧୪ ଦିନ ହେବ କିଛି ଆସିନି ପଜିଟିଭ କେସ୍ । ଦେଶରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୪ ହଜାର ୩୭୮ ।