ଦାମୋଦର ବିଦ୍ୟାପୀଠର ୧୯୯୭ ବ୍ୟାଚର ବାର୍ଷିକ ବନ୍ଧୁ ମିଳନ

Spread the love

ଧର୍ମଶାଳା,୮ା୧(ସନ୍ଧାନ ନିୟୁଜ): ଧର୍ମଶାଳା ବ୍ଲକ ଅଚୁ୍ୟତପୁର ସ୍ଥିତ ଦାମୋଦର ବିଦ୍ୟାପୀଠର ୧୯୯୭ ବ୍ୟାଚର ବାର୍ଷିକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଜାରକା ଠାରେ ଅନୁଷ୍ଠିତ ବନ୍ଧୁ ମିଳନରେ ଏହି ବ୍ୟାଚର ୩୦ରୁ ଉଦ୍ଦ୍ୱର୍ ପୁରାତନ ଛାତ୍ରଛାତ୍ରୀ ସପରିବାର ଏକତ୍ରିତ ହୋଇଥିଲେ । ପରସ୍ପର ମଧ୍ୟରେ ଦେଖା ସାକ୍ଷାତ ଓ ଭାବର ଆଦାନ ପ୍ରଦାନ କରିଥିଲେ । ପ୍ରତିବର୍ଷ ଏଭଳି ଏକାଠି ହେବା ପାଇଁ ନିଷ୍ପତି ନେଇଥିଲେ ।

Related Posts

About The Author

Add Comment