ଦଶମ ଶ୍ରେଣୀ ପାଠ୍ୟ ପୁସ୍ତକ ବଦଳିଲା

Spread the love
ଭୁବନେଶ୍ୱର,୧୫/୦୪ (ସନ୍ଧାନ ନିୟୁଜ) : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ ଦଶମ ଶ୍ରେଣୀର କିଛି ବହି ବଦଳିଛି। ରାଜ୍ୟ ବୋର୍ଡର ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଶିକ୍ଷା ବର୍ଷ ୨୦୨୦-୨୧ରେ ନୂତନ ମୁଦ୍ରିତ ପୁସ୍ତକ ପଢ଼ିବେ। ମୋଟ ୧୪ଟି ବିଷୟରୁ ୮ଟି ବିଷୟ ବଦଳିଛି ବୋଲି ମାଧ୍ୟମିକ ଶିକ୍ଷା ପରିଷଦର ସଂପାଦକ ଶ୍ରୀକାନ୍ତ ତରାଇ କହିଛନ୍ତି। ଲକଡାଉନ ପରେ ବହି ବିକ୍ରି ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି।

Related Posts

About The Author

Add Comment