ଦର୍ଲିପାଳି ଷ୍ଟେଟବ୍ୟାଙ୍କ ଶାଖାପକ୍ଷରୁ ନୂତନ ଏଟିଏମ ର ଶୁଭାରମ୍ଭ

Spread the love

ସୁନ୍ଦରଗଡ ତା:୧୯/୨/୨୦୨୫(ସନ୍ଧାନ ନ୍ୟୁଜ/ରାଜୁ ପଟେଲ) ଆଜି ସୁନ୍ଦରଗଡ ଜିଲ୍ଲା ଦର୍ଲିପାଳି ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ ଏକ ନୂତନ ଏଟିଏମ ର ଶୁଭାରମ୍ଭ କରାଯାଇଛି । ଏଥିରେ ଟଙ୍କା ବାହାର କରିବା ସହିତ ଟଙ୍କା ଜମା କରିବାର ସୁବିଧା ଯୋଗୁଁ ତାହା ଲୋକଙ୍କ ପାଇଁ ଅନେକ ସୁବିଧା ହେବାର ଦେଖିବାକୁ ମିଳିଛି ।ଦର୍ଲିପାଳି ଏକ ଏନଟିପିସି ପାୱାର ପ୍ଲାଣ୍ଟର କେନ୍ଦ୍ରବିନ୍ଦୁ ଥିବା ବେଳେ ଲୋକଙ୍କ ବ୍ୟବସାୟିକ ଓ ସାଧାରଣ ଲୋକଙ୍କ ସୁବିଧାକୁ ସୁଦୃଢ଼ କରିବାପାଇଁ ସହାୟକ ହେବ ବୋଲି ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ଶେଖର ପାତ୍ର ପ୍ରକାଶ କରିଛନ୍ତି । ତା ସହିତ ଅଞ୍ଚଳର ପ୍ରତ୍ୟେକ ଲୋକଙ୍କ ଜୀବନ ଜୀବିକା ସୁଦୃଢ଼ କରିବ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି ।

Related Posts

About The Author

Add Comment