ଦକ୍ଷିଣ-ପୂର୍ଵ ରେଳ ବିଭାଗ ମହାପ୍ରବନ୍ଧକଙ୍କ ରାଉରକେଲା ଗସ୍ତ

Spread the love
ରାଉରକେଲା, ୧/୨/୨୦ (ସନ୍ଧାନ ନିଉଜ) : ଦିନିକିଆ ରାଉଲକେଲା ରେଳ ଷ୍ଟେସନ ପରିଦର୍ଶନରେ ଆସିଛନ୍ତି ଦକ୍ଷିଣ ପୂର୍ଵ ରେଳ ବିଭାଗର ମହାପ୍ରବନ୍ଧକ ଏସ.କେ ମହାନ୍ତି । ତାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଷ୍ଟେସନକୁ ପରିଷ୍କାର ପରିଚ୍ଛନ୍ନ ରଖାଯିବା ସହ ଷ୍ଟେସର ଯିବା ଆସିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ଦେଖିବାକୁ ମିଳିଛି । ତାଙ୍କ ରାଉରକେଲା ରହଣି ସମୟରେ ରାଉରକେଲା ଚାମ୍ବର ଅଫ କମର୍ସର ପ୍ରତିନିଧି ମାନଙ୍କ ସହିତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ତାଙ୍କୁ ଦେଖା କରି ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି

Related Posts

About The Author

Add Comment