Homeଜାତୀୟତେଲେଙ୍ଗାନାରେ ସଡ଼କ ଦୁର୍ଘଟଣାରେ ୧୧ ମୃତ, ୨୦ ଆହତ ତେଲେଙ୍ଗାନାରେ ସଡ଼କ ଦୁର୍ଘଟଣାରେ ୧୧ ମୃତ, ୨୦ ଆହତ Santosh Rout | May 27, 2018 | Spread the love ସିଦ୍ଦୀପେଟ/ ତେଲେଙ୍ଗାନା: (ସନ୍ଧାନ ନିୟୁଜ୍)) ଶନିବାରଦିନ ଏକ ସଡ଼କ ଦୁର୍ଘଟଣାରେ ଅତି କମରେ ୧୧ଜଣ ଲୋକଙ୍କର ଙ୍କର ମୃତ୍ୟୁ ହୋଇଛି ଏବଂ ୨୦ ରୁ ଅଧିକ ଆହତ ହୋଇଛନ୍ତି। ମରଥିବା ଲୋକମାନଙ୍କ ମଧ୍ୟରେ ୪ଡଣ ପୁରୁଷ, ୪ ଜଣ ମହିଳା ଏବଂ ୨ଜଣ ଶିଶୁ ସାମିଲ ଅଛନ୍ତି। ୬ ଜଣଙ୍କର ଅବସ୍ଥା ଗମ୍ଭୀର ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଆହତମାନଙ୍କର ଉତ୍ତମ ଚିକିତ୍ସା ଉପଲବ୍ଧ କରାଇବାପାଇଁ ଆଦେଶ ଦେଇଛନ୍ତି। Related Posts ଉଜ୍ବେକିସ୍ତାନ ରାଷ୍ଟ୍ରପତିଙ୍କୁ ଭାରତରେ ଭବ୍ୟ ସ୍ୱାଗତ October 1, 2018 | Manas Kumar Rout | ଅଧିକ ପଢନ୍ତୁ ବିବାହ ବେଳେ କନ୍ୟାକୁ ଗୁଳିମାରି ହତ୍ୟା କରିବା ସହ ନିଜକୁ ଗୁଳିମାରି ଆତ୍ମହତ୍ୟା March 14, 2019 | Manas Kumar Rout | ଅଧିକ ପଢନ୍ତୁ ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ, January 4, 2020 | Sandhan News | ଅଧିକ ପଢନ୍ତୁ ଗ୍ରାହକ ସାଜି ମାଡ଼ିବସିଲା ପୁଲିସ ଫସିଗଲେ ୪ ଲୁଟେରା September 6, 2020 | Biswajit Parida | ଅଧିକ ପଢନ୍ତୁ About The Author Santosh More From This Author Add Comment Cancel reply Save my name, email, and website in this browser for the next time I comment.
ବିବାହ ବେଳେ କନ୍ୟାକୁ ଗୁଳିମାରି ହତ୍ୟା କରିବା ସହ ନିଜକୁ ଗୁଳିମାରି ଆତ୍ମହତ୍ୟା March 14, 2019 | Manas Kumar Rout | ଅଧିକ ପଢନ୍ତୁ