ସୁନ୍ଦରଗଡ଼, ୨୦ /୦୧/୨୦୨୦ (ସନ୍ଧାନ ନିଉଜ) : ସୁନ୍ଦରଗଡ ଆଂଚଳିକ ପରିବହନ ବିଭାଗର ସ୍ୱୟଂ ଚାଳିତ ଗାଡି ଚାଳନା ପରୀକ୍ଷଣ ପରିକଳ୍ପନା କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଉଦଘାଟକ ଭାବେ ସୁନ୍ଦରଗଡର ଅତିରିକ୍ତ ଜିଲାପାଳ ନୃସିଂହ ଚରଣ ସ୍ୱାଇଁ ଫିତା କାଟି କାର୍ଯ୍ୟାଳୟର ଉଦଘାଟନ କରିଥିଲେ । ୧ କୋଟି ୬୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ୍ତ ଏହି ଡ୍ରାଇଭିଂ ଟେଷ୍ଟିଂ ଗ୍ରାଉଣ୍ଡରେ ଜିଲାର ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରୁଥିବା ବ୍ୟକ୍ତିମାନେ ଗାଡି ଚାଳନାର ପରୀକ୍ଷା ଦେବେ ।
ଡ୍ରାଇଭିଂ ଟେଷ୍ଟିଂ ଗ୍ରାଉଣ୍ଡ ଉଦଘାଟିତ
|
January 20, 2020 |