ଡ୍ରଗ୍ସ ମାଫିଆଙ୍କ ସହ ସମ୍ପର୍କ ଅଭିଯୋଗରେ ହାବିଲଦାର ଗିରଫ
ଡ୍ରଗ୍ସ ମାଫିଆଙ୍କ ସହ ସମ୍ପର୍କ ଅଭିଯୋଗରେ ହାବିଲଦାର ଗିରଫ
Sandhan News |
September 21, 2019 |
ବାଲେଶ୍ୱର, ୨୧/୯ (ସନ୍ଧାନ ନିଉଜ) : ବାଲେଶ୍ୱର ଜିଲା ସହଦେବଖୁଣ୍ଟା ବିଚାରଗଞ୍ଜ ଫାଣ୍ଡି ହାବିଲଦାର ରଞ୍ଜନ ସାହୁଙ୍କୁ ଶନିବାର ଗିରଫ କରାଯାଇଛି । ତାଙ୍କ ନାମରେ ଡ୍ରଗ୍ସ ମାଫିଆ ସହ ସମ୍ପର୍କ ଥିବା ଅଭିଯୋଗ ହୋଇଥିଲା ।
ସୂଚନା ଅନୁଯାୟୀ, ଡ୍ରଗ୍ସ ମାଫିଆ ସେକ୍ ରାଜାଙ୍କ ସହ ଲିଙ୍କ୍ ଅଭିଯୋଗରେ ୨ଦିନ ତଳେ ତାଙ୍କୁ ନିଳମ୍ୱିତ କରାଯାଇଥିଲା । ଆଜି ଏସଟିଏଫ ହାବିଲଦାର ରଞ୍ଜନ ସାହୁଙ୍କୁ ଗିରଫ କରିଛି ।
Related Posts
About The Author