ଦ୍ବାରଶୁଣି, ୦୮.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ଜମାକାରୀଙ୍କ ଟଙ୍କା ହଡ଼ପ କରି ବି ପି ଏମ ଛୁ। ଚକା ଦରକାର ପଡିବାରୁ ଲୋକେ ପୋଷ୍ଟ ଅଫିସକୁ ଆସି ଟିକା ମାରିବାରୁ ଲିଙ୍କ ନାହିଁ, ଆଜିଦେବା କାଲି ଦେବା କହି ଲୋକଙ୍କୁ ଭୁଆଁ ବୁଲାଇ ଚାଲିଥିଲେ ବିପିଏମ । ବିଭିନ୍ନ ଗ୍ରାମର ୩୦ରୁ ଭକ୍ତି ଲୋକ ଗୁରୁବାର ବୁକର ମୁଖ୍ୟ ପୋଷ୍ଟ ଅଫିସରେ ଜମାଖାତାର ନମ୍ବରକୁ ବେକ କରି ଦେଲା ବେଳକୁ ଟଙ୍କାଟିଏ ବି ଜମା ହୋଇନାହିଁ । ବର୍ଷ ବର୍ଷ ଧରି ବିପିଏମ ଜାକଘରେ ସରକାରୀ କର୍ମଚାରୀ ଭାବେ କାମ କରିବା ସହ ଲୋକଙ୍କୁ ଭୁଆଁ ବୁଲାଇ ଜମାକାରୀଙ୍କ ଇକ୍ଷାକ ଟିକା ଚଳୁ କରିଥିବା ଜଣାପଡ଼ିଛି । ଏଭଳି ସାଘାତିକ ଚିତ୍ର ସାମ୍ନାକୁ ଆସିଛି ସାରସକଣା ବ୍ଲକ ଅନ୍ତର୍ଗତ ପୁରୁଣିଆ ଗ୍ରାମରୁ । ପ୍ରକାଶ ଯେ ୫ଟି ଗାଁର ଜନସାଧାରଣ ଏହି ମୁରୁଶିଆ ପୋଷ୍ଟଅଫିସରେ ବିଶ୍ୱାସ ରଖ୍ ମାସକୁ ମାସ ଆସି ପୋଷ୍ଟମାଷ୍ଟରଙ୍କ ପାଖରେ ଟଙ୍କା ଜମାରଖୁଥାନ୍ତି । ସାରସକଣା ବ୍ଲକ ଅନ୍ତରିତ ସାରସକଣା ଗ୍ରାମର କୃଷ୍ଣଚନ୍ଦ୍ର ସେଠୀଙ୍କ ପୁତ୍ର ପ୍ରମୋଦ ସେ ସବ୍ ପୋଷ୍ଟ ଅଫିସରେ ଶାଖା ପୋଷ୍ଟ ମାଷ୍ଟର (ବିପିଏମ) ଭାବେ କାର୍ଯ୍ୟକରିବା ସହ ବିଲ୍ କଲେକସନ୍, ଲୋକମାନଙ୍କର କାଗଜପତ୍ର କାମ ଆଦି କରୁଥିଲେ। ଲୋକଙ୍କଠାରୁ ସେ ଫିଙ୍ଗ, ମିଆଦୀ ଜମା ପାଇଁ ବି ଟିକା ସଂଗ୍ରହ କରୁଥିଲେ । ତେବେ ଲୋକଙ୍କ ବିଶ୍ବାସରେ ବିଷ ଦେବା ଭଳି ଜମାକାରୀଙ୍କୁ ନକଲି ପାସବୁକ ଦେଇ ଏହି ଟଙ୍କା ଆତ୍ମସାତ କରିବା ଚିତ୍ରମଣି ଘୋଷ ବିଶାରାଣୀ ଘୋଷ, ସୁଜିତ କୁମାର ଘୋଷ, ହରିହର । ଜିଲ୍ଲାବାସୀଙ୍କ ମାଇଙ୍କ ସହ ୪୦ରୁ ଜ ଜମାକାରୀ ଅଭିଯୋଗ କରିଛନ୍ତି । କିଛି ଜମାକାରୀ ନିଜର ମିଆଦୀ ଜମା ଟଙ୍କା ଜେଡ଼ି ନେତା ଉଠାଇବାକୁ ଯିବାବେଳେ ଏଭଳି ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଛନ୍ତି। ଅଭିଯୋଗ ପାଇବ ଟିଆ କାମୁଡି ସାରସକଣା ଏସଡ଼ିଏମ ଜୟସେନ ନାଏକ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିବା ସାହିତ ତାଙ୍କ ନାମରେ ଜାଲ କରୁଛନ୍ତି। ଦସ୍ତଖତ ମାରାଯାଇଥିବା କହିଛନ୍ତି । ତେବେ ଠକେଇ ସଂପର୍କରେ କିଛି ସ୍ପଷ୍ଟ କରି ନାହାନ୍ତି। ତଦନ୍ତ ପରେ ପୂର୍ବତନ ଅଧ୍ୟକ୍ଷ, ସଠିକ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି । ଏବେ ପ୍ରମୋଦ ସେଠୀ ଫେରାର ଅଛନ୍ତି।