ଟ୍ରାକରେ ସ୍ବାମୀର ଆତ୍ମହତ୍ୟା ଉଦ୍ୟମ, ଉଭୟ ଗୁରୁତର

Spread the love
ରାଉରକେଲା, ୧୫/୦୧/୨୦ (ସନ୍ଧାନ ନିଉଜ) : ସ୍ତ୍ରୀକୁ ଭୁଜାଲିରେ ଆକ୍ରମଣ କରି ପାଇଲଟ ସ୍ବାମୀ ଟ୍ରେନ ଆଗରେ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ । ଏଭଳି ଘଟଣା ଦେଖିବାକୁ ମିଳିଛି ରାଉରକେଲ ବନ୍ଧମୁଣ୍ଡା ରେଳ ଥାନା ଅନ୍ତର୍ଗତ ଡିଜେଲ କଲୋନୀରେ ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁଯାୟୀ ମାଲ ଗାଡି ଟ୍ରେନ ଡ୍ରାଇଭର ଫିରୁ ବଡାଇକ ସ୍ତ୍ରୀ ସୁଚିତାଙ୍କ ସହ ବନ୍ଧମୁଣ୍ଡା ଡିଜେଲ କଲୋନୀ 167/3 ରେଳବାଇ କ୍ବାର୍ଟରରେ ରହନ୍ତି । ତାଙ୍କର ବଡ଼ପୁଅ ମେଡିକାଲ ପଢ଼ୁଥିବା ବେଳେ ସାନ ପୁଅ ସ୍କୁଲର ପଢୁଛନ୍ତି । କୌଣସି କାରଣରୁ ସ୍ବାମୀ ସ୍ତ୍ରୀ ମଧ୍ୟରେ ବୁଧୁବାର ଭୋରୁ ଝଗଡା ହୋଇଥିଲା । ଏହାପରେ ଉତକ୍ଷିପ୍ତ ହୋଇ ସ୍ବାମୀ ଫିରୁ ସ୍ତ୍ରୀ ସୁଚିତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଲହୁ ଲୁହାଣ କରିଦେଇଥିଲେ ।

Related Posts

About The Author

Add Comment