ଟାଉନଥାନା ପୁଲିସ୍ ଦ୍ୱାରା ୩୩ଟି , ଗ୍ୟାସ୍ ସିଲିଣ୍ଡର୍ ଜବତ

Spread the love

ବାରିପଦା, ୩୦/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ସ୍ଥାନୀୟ ବଡବଜାର ଅଞ୍ଚଳରୁ ଟାଉନଥାନା ପୁଲିସ ୩୩ ଟି ଅବୈଧତା ଗ୍ୟାସ ସିଲିଣ୍ଡର ଜବତ କରିଛି । ସୂଚନା ରୁ ପ୍ରକାଶ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାରିପଦା ଟାଉନଥାନା ପୁଲିସ‌ ବଡ଼ବଜାର ଅନ୍ତର୍ଗତ ୱାର୍ଡ ନଂ ୫ର ଜିତେନ୍ଦ୍ର ଦାସ (୪୫)ଙ୍କ ଘରେ ଚଢ଼ଉ କରିଥିଲା ଏହି ଚଢ଼ାଉ ସମୟରେ ତାଙ୍କ ଘରେ ୩୩ ଟି ଗ୍ୟାସ ସିଲିଣ୍ଡର କୁ ପୁଲିସ ଜବତ କରିଥିଲା । ଏଥିରୁ ୨୭ ଟି ଘରୋଇ ଗ୍ୟାସ (୧୪କେଜି) ହୋଇଥିବା ବଳେ ୭ ଟି ବ୍ୟବସାୟିକ ଗ୍ୟାସ (୧୯ କେଜି ) ସିଲିଣ୍ଡର ଜଣା ପଡି ଥିଲା । ଏକକାଳୀନ ଏତେ ସଂଖ୍ୟାରେ ଗ୍ୟାସ ସିଲିଣ୍ଡର ବ୍ୟକ୍ତିଗତ ଭାବେ କେଉଁ କାରଣରୁ ସଂପୃକ୍ତ ବ୍ୟକ୍ତି ରଖିଥିଲା ତାହାର ସତ୍ୟାସତ୍ୟ ତଦନ୍ତ ପାଇଁ ଟାଉ ନଥାନା ତରଫରୁ ଜିଲ୍ଲା ମୁଖ୍ୟ ଯୋଗାଣ ବିଭାଗ ଅଧିକାରୀଙ୍କ ପାଖରୁ ତଦନ୍ତ ପାଇଁ ସହାୟତା ଲୋଡ଼ାଯାଇଛି ।

Related Posts

About The Author

Add Comment