ଜୟନ୍ତପୁର ମାର୍କେଟ ୟାଡରେ ଅନୀୟମତାଯୋଗୁଁ ଯୋଗାଣ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

Spread the love

ସମ୍ବଲପୁର ତା ୦୩/୧୧/୨୦୨୧ (ସନ୍ଧାନ ନିଉଜ/ହେମନ୍ତ ଭଇଁଷା)ଯୁଜୁମୁରା ବ୍ଲକ ଅନ୍ତର୍ଗତ ଜୟନ୍ତପୁର ପଞ୍ଚାୟତର ମାର୍କେଟ ୟାଡ଼ରେ ଅନିୟତାର ବିରୋଧ କରି ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶରତ ସାହୁ,ପ୍ରଦିପ କୁମାର ସାହୁ ଏବଂ ଅନ୍ୟାନ୍ୟ ଚାଷୀ ମାନଙ୍କ ସହିତ ଏହାର ତିବ୍ର ବିରୋଧ କରିବା ସହିତ ଆନ୍ଦୋଳନରେ ବସିଥିଲେ । ପରେ ସେମାନେ ୟାଡର ସୁବିଧା ଅସୁବିଧା ବିଷୟରେ ଆଲୋଚନା କରି ଜିଲ୍ଲା ଯୋଗାଣ ଅଧିକାରୀ ଏକ ଦାବିପତ୍ର ପ୍ରଦାନ କରିଥିଲେ।ତାଙ୍କର ଦାବିହେଲା ଧାନମିଳ ପରିବର୍ତ୍ତନ, କଟକିଛଟିନି ନ କରିବା,ଦିନ ପରିବର୍ତ୍ତନ କରିବା। କାରଣ ଏଠାରେ ଶନିବାର ସାପ୍ତାହିକ ହାଟ ଥିବାରୁ ସେଦିନ କୁ ପରିବର୍ତ୍ତନ କରି ସୋମବାର ଦିନ କରିବାପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି।

Related Posts

About The Author

Add Comment