ଜେମ୍ସ ଅଫ୍ ଏସିଆ ଇଂଟର ନେସ୍ନନାଲ ଆୱାର୍ଡ ପାଇଁ ପ୍ରାଧ୍ୟାପକ ମନୋନୀତ
ଜେମ୍ସ ଅଫ୍ ଏସିଆ ଇଂଟର ନେସ୍ନନାଲ ଆୱାର୍ଡ ପାଇଁ ପ୍ରାଧ୍ୟାପକ ମନୋନୀତ
Manas Kumar Rout |
October 5, 2019 |
ଧର୍ମଶାଳା ୦୫/୧୦ (ସନ୍ଧାନ ନିୟୁଜ ଧର୍ମଶାଳା ବ୍ଲକ୍ ବଡମଙ୍ଗଳପୁର ଶାନ୍ତିବଜାର କଲୋନୀ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଚିତରଂଜନ ମହାନ୍ତିଙ୍କୁ ଦୁବାଇ ଆରଆଇଏଫଏସ ସଂସ୍ଥା ପକ୍ଷରୁ ‘‘ଜେମ୍ସ ଅଫ୍ ଏସିଆ ଇଶ୍ଟରନେସ୍ନାଲ ଆୱାର୍ଡ’’ ପାଇଁ ମନୋନୀତ କରାଯାଇଛି । ଏହି ଆୱାର୍ଡକୁ ଦୁବାଇ ପ୍ରିନ୍ସ ପ୍ରଦାନ କରିବେ । ଗତ କିଛି ଦିନ ତଳେ ଡ. ମହାନ୍ତିଙ୍କୁ ନୂଆଦିଲ୍ଲୀ ଇଜିଏସ୍ଆଇ ସଂସ୍ଥା ପକ୍ଷରୁ ରାଷ୍ଟ୍ରୀୟ ବିକାଶତ୍ୱ ଆୱାର୍ଡରେ ସମ୍ମାନିତ କରାଯାଇଥିଲା । ଡ. ମହାନ୍ତିଙ୍କୁ ତାଙ୍କର ଏହି କୃତିତ୍ୱ ନିମନ୍ତେ ଧର୍ମଶାଳା ବୁଦ୍ଧିଜୀବୀ ପେଗରମ୍ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛାଜ୍ଞାପନ କରାଯାଇଛି ।
Related Posts
About The Author