ଜିଲ୍ଲା ମୁଖ୍ୟ ଡାକ ଅଫିସ ସମ୍ମୁଖରେ ବିଭିନ୍ନ ଦାବି ନେଇ ଗ୍ରୁପ ଡି’ ଡାକ କର୍ମଚାରୀଙ୍କ ଧାରଣା

Spread the love

ସୁନ୍ଦରଗଡ ତା୯/୧୧/୨୦୨୧( ସନ୍ଧାନ ନିଉଜ/ ରାଜୁ ପଟେଲ) ଆଜି ଜିଲ୍ଲା ମୁଖ୍ୟ ଡାକଘର ସମ୍ମୁଖରେ ଗ୍ରୁପ ଡି’ କର୍ମଚାରିମାନେ ବିଭିନ୍ନ ଦାବିନେଇ ଧାରଣା ଦେଇଥିଲେ ।ଏହି ଧାରଣାରେ ସମ୍ପାଦକ ଶ୍ରୀଯୁକ୍ତ ପ୍ରଶାନ୍ତ ବାରା ଯୋଗ ଦେଇ ସମସ୍ତ କର୍ମଚାରୀଙ୍କୁ ଉତ୍ସାହିତ କରିଥିଲେ । ଏହି ଧାରଣାର ଦାବି ମଧ୍ୟରେ ପୁରୁଣା ପେନସନ କୁ ବାତିଲ କରି ନୂତନ ପେନସନ ଲାଗୁ କରିବା, ଆର.ଏମ.ଏସ
ସେବାର ସଂଶୋଧନ କରାଯାଉ,କରୋନା ସମୟରେ ତାର ଲକ୍ଷଣ ଦେଖାଦେଲେ ନିର୍ଦ୍ୱନ୍ଦରେ ଛୁଟି ଦିଆଯିବା ସହ ଖାଲି ଥିବା ପଦବୀକୁ ଯଥାଶୀଘ୍ର ପୂରଣ କରାଯାଉ ।

Related Posts

About The Author

Add Comment