Homeଜିଲ୍ଲା ପରିକ୍ରମାକଟକଜଷ୍ଟିସ୍ ସଞ୍ଜୁ ପଣ୍ଡାଙ୍କୁ ମୁଖ୍ୟ ବିଚାରପତି ଦାୟିତ୍ବ : ଅବସର ନେଲେ ଜଷ୍ଟିସ ଝାଭେରୀ ଜଷ୍ଟିସ୍ ସଞ୍ଜୁ ପଣ୍ଡାଙ୍କୁ ମୁଖ୍ୟ ବିଚାରପତି ଦାୟିତ୍ବ : ଅବସର ନେଲେ ଜଷ୍ଟିସ ଝାଭେରୀ Sandhan News | January 4, 2020 | Spread the love କଟକ, ୪/୧/୨୦ (ସନ୍ଧାନ ନିଉଜ) : ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଶନିବାର ଜଷ୍ଟିସ୍ ସଞ୍ଜୁ ପଣ୍ଡା ଦାୟିତ୍ବ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଦାୟିତ୍ବ ଦେଇଥିବା ନେଇ ବିଜ୍ଞପ୍ତି ଜାରି ହୋଇଛି। ଆଜି ଜଷ୍ଟିସ ଝାଭେରୀଙ୍କ ଅବସର ପରେ ସେ ଅନ୍ତରୀଣ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। Related Posts ବିନା ମୁଖିଆରେ ଚାଲିଛି ଜେଲ ! January 14, 2020 | Biswajit Parida | ଅଧିକ ପଢନ୍ତୁ ଅଟ୍ରିରେ ଆରମ୍ଭ ମକର ମେଳା January 14, 2019 | Manas Kumar Rout | ଅଧିକ ପଢନ୍ତୁ କରୋନା କଟକଣା ପାଇଁ କଲବଲ ଶ୍ରମିକ April 27, 2020 | Sandhan News | ଅଧିକ ପଢନ୍ତୁ ବିନୟ ଶର୍ମାର ଯାଚିକା ଖାରଜ February 23, 2020 | Biswajit Parida | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.