ଭୁବନେଶ୍ୱର, ୨୨ /୩ (ସନ୍ଧାନ ନିୟୁଜ): ଚୋରା ବନ୍ଧୁକ କାରବାର ଅଭିଯୋଗରେ ପୁଲିସ୍ ବିଜେଡି ଛାତ୍ର ନେତା ଚିନ୍ମୟ ନନ୍ଦ ବଡ଼ଜେନାଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ, ସେ ଭୁବନେଶ୍ୱରର ଏକ ସ୍ଥାନରେ ଚୋରା ବନ୍ଧୁକକୁ ୪୫ ହଜାର ଟଙ୍କାରେ ବିକ୍ରି ପାଇଁ ଡିଲ୍ କରିଥିଲେ। ଏମିତିକି ବନ୍ଧୁକ ଠିକ୍ ଅଛି କି ନାହିଁ ଦେଖାଇବା ପାଇଁ ବ୍ଲାଂକ ଫାଇରିଂ ମଧ୍ୟ କରିଥିଲେ। ପରେ ପୁଲିସ୍ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା।
ଭୁବନେଶ୍ୱର: ଚୋରା ବନ୍ଧୁକ କାରବାର ଅଭିଯୋଗରେ ପୁଲିସ୍ ବିଜେଡି ଛାତ୍ର ନେତା ଚିନ୍ମୟ ନନ୍ଦ ବଡ଼ଜେନାଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ, ସେ ଭୁବନେଶ୍ୱରର ଏକ ସ୍ଥାନରେ ଚୋରା ବନ୍ଧୁକକୁ ୪୫ ହଜାର ଟଙ୍କାରେ ବିକ୍ରି ପାଇଁ ଡିଲ୍ କରିଥିଲେ। ଏମିତିକି ବନ୍ଧୁକ ଠିକ୍ ଅଛି କି ନାହିଁ ଦେଖାଇବା ପାଇଁ ବ୍ଲାଂକ ଫାଇରିଂ ମଧ୍ୟ କରିଥିଲେ। ପରେ ପୁଲିସ୍ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା। ତେବେ ଏଥିରେ ବହୁ ବଡ ନେତା ସାମିଲ ଥାଇପାରନ୍ତି ଚର୍ଚା ଚାଲିଛି |