ଝାରପୋଖରିଆ, 12.12.2020 (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ଝାରପୋଖରିଆ ଥାନା ସାରସକଣା ନିକଟସ୍ଥ ନୂଆଗାଁ ଓ ଦରଖୁଳି ଗ୍ରାମରେ ସାତଜଣଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ସତ୍ୟଜିତ ସାହୁ, ବାବୁଲୁ ମୁର୍ମୁ, ପର୍ଶୁରାମ ସାହୁ, ଦୟାନିଧୀ ମୁଙ୍କ ସାହୁ, ଅଭିଜିତ ଘରୁ ଅବକ ଦୁରମାନେ ଘୋଷ ବ ଓ ଦାଶରଥୀ ତାଙ୍କ ମୋଇବା ଘରର ହେମ୍ବ୍ରମଙ୍କ ୩ଟି ବାକ ଘରେ ବୋହି ପଶି ନେଇ ଇରନ ଦୁଇ ସେଥିରେ ମାନେ ନିତ୍ୟ ଥିବା ରୂପା ଗହଣା ଓ ୧୦ ହଜାର ଟଙ୍କା ନେଇ ଯାଇ ନିକଟସ୍ଥ ବିଲ ମଝିରେ ବାକ୍ସ ସବୁଛାଡି ପ୍ରାଥମିକ ଯାଇଥିଛନ୍ତି ତଦନ୍ତ। କରି ଏ ନେଇ ଫେରିଛି ୨୩୭ରେ ତେବେ ମାମଲା ଏକାଥରକେ ରୁଜୁ ହୋଇ ଏତେଜଣଙ୍କ ଝାରପୋଖରିଆ ଘରୁ ପୁଲିସ ଚୋରି ହେବା ଓ ମାତ୍ର ୨୦୦ ମିଟର ବ୍ୟବଧାନରେ ସାରସକଣା ବଜାରରେ ରାତ୍ରୀ ପାଟ୍ରୋଲିଂରେ ପୁଲିସ ମୁତୟନ ଥିବା ଅବସ୍ଥାରେ କେହି ଜାଣି ନପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଗୋଟିଏ ରାତିରେ ୭ଟି ଘରୁ ଚୋରି
|
December 12, 2020 |