ଭୁବନେଶ୍ଵର, ୧୭/୨/୨୦ (ସନ୍ଧାନ ନିଉଜ) : ପୁରୀ ବାଲିସାହି ଶ୍ୱେତଗଙ୍ଗା ନିକଟ ଗଙ୍ଗାମାତା ମଠ ଗୁପ୍ତ ସୁଡ଼ଙ୍ଗକୁ ନେଇ ଆରମ୍ଭ ହୋଇଛି ତର୍ଜମା। ଏହି ସୁଡ଼ଙ୍ଗ ଶ୍ରୀମନ୍ଦିର ରତ୍ନବେଦିକୁ ସଂଯୋଗ କରୁଥିବା ବେଳେ ଶ୍ୟାମାକାଳି ମନ୍ଦିର ନିକଟ ରାଜବାଟୀକୁ ଯାଇଛି ବୋଲି କୁହାଯାଉଛି। ତେବେ ମଠ ମହନ୍ତ ବଳରାମ ଦାସ ଗୋସ୍ୱାମୀ କହିଛନ୍ତି ଏଇ ସୁଡ଼ଙ୍ଗ ଦେଇ ଶ୍ରୀଚୈତନ୍ୟ ମହାପ୍ରଭୁ ଶ୍ରୀମନ୍ଦିର ଗର୍ଭଗୃହରୁ ଗଙ୍ଗାମାତା ମଠକୁ ଆସିଥିଲେ।
ଗଙ୍ଗାମାତା ମଠ ଗୁପ୍ତ ସୁଡ଼ଙ୍ଗକୁ ନେଇ ଆରମ୍ଭ ହୋଇଛି ତର୍ଜମା।
|
February 17, 2020 |


