ଗଂଜାମ ରେ ପୁଣି ଏନକାଉଣ୍ଟର ଏନକାଉଣ୍ଟର, ଦୁର୍ଦାନ୍ତ ଅପରାଧି ମୋହମଦ ଇମ୍ରାନ ଆହତ

Spread the love

ଗଂଜାମ, ୧୫/୨(ସନ୍ଧାନ ନିୟୁଜ) ଗଂଜାମ ରେ ପୁଣି ଏନକାଉଣ୍ଟର ଏନକାଉଣ୍ଟରରେ ଆହତ ହୋଇଛନ୍ତି ଦୁର୍ଦାନ୍ତ ଅପରାଧି ମୋହମଦ ଇମ୍ରାନ, ଭଞ୍ଜନଗର ସୋରାଦେବୀ ମନ୍ଦିର ନିକଟରେ ମୋହମଦ କୁ ଏନକାଉଣ୍ଟର ମାଧ୍ୟମରେ କାବୁ କରି ଅର ସଫଳତା ହାସଲ କରିଛି ଭଞ୍ଜନଗର ପୋଲିସ, ଦୁର୍ଦାନ୍ତ ଅପରାଧି ମୋହମଦ ଇମ୍ରାନ ଠାରୁ ଗୋଟେ ବାଇକ, ପିସ୍ତଲ ଆଉ ଗୋଟେ ରାଉଣ୍ଡ ଜୀବନ୍ତ ଗୁଲିକୁ ପୋଲିସ ଜବତ କରିଛି, ଇମ୍ରାନର  ଦୁଇଟି ଗୋଡ଼ରେ ଦୁଇଟି ଗୁଳି ବାଜିଛି। ସେ ନିକଟ ଅତୀତରେ ହୋଇଥିବା ଭଞ୍ଜନଗର ସିରିଜ ବୋମାଡିଙ୍ଗ କେଶରେ ସେ ମୁଖ୍ୟ ଅଭିଯୁକ୍ତ। ଏନକାଉଣ୍ଟର ସମୟରେ ଆଉ ଜଣେ ଅପରାଧି ତଥା ଇମ୍ରାନର ସହଯୋଗୀ କେଶବ ଘଟଣା ସ୍ଥଳରୁ ଫେରାର ହେଥିବାବେଳେ, ତାକୁ ଧରିବା ପାଇଁ। ସ୍ୱତନ୍ତ୍ର ଟିମ ଗଠନ କରାଜିଛି, ତାର ପ୍ରାଥମିକ ଚିକିତ୍ସ ନିମନ୍ତେ ପ୍ରଥମେ ଭଞ୍ଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ବ୍ରହ୍ମପୁର ଏମ୍କେସିଜି କୁ ସ୍ଥାନତାରିତ କରାଯିବ ନେଇ ଭଞ୍ଜନଗର ଏସ୍ଡିପିଓ ସୂଚନା ଦେଇଛନ୍ତି। ଏଥିରେ ଦୁଇ ଜଣ ପୋଲିସ ଅଧିକାରୀ ମଧ୍ୟ ସାମାନ୍ୟ ଆହତ ହୋଇଥିବା ସୂଚନା।

Related Posts

About The Author

Add Comment