କ୍ଷେତ୍ରପାଳରେ ସରପଂଚ ପଦ ପାଇଁ ୪ପାର୍ଥୀପତ୍ର କାଏମ

Spread the love

ଧର୍ମଶାଳା,୨୩/୦୧/୨୦୨୨ (ସନ୍ଧାନ ନିୟୁଜ) ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କ୍ଷେତ୍ରପାଳ ପଂଚାୟତରେ ୪ଜଣ ସରପଂଚ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ୪ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଥିବା ଜଣାପଡିଛି । ଚଳିତ ବର୍ଷ ସରପଂଚ ପଦ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଫକିର ନାରାୟଣ ମିଶ୍ର ନିର୍ବାଚନରେ ଅଂଶ ଗ୍ରହଣ କରିଥିବା ବେଳେ ସ୍ୱାଧୀନ ଭାବରେ ସୁଜିତ ସାହୁ, ରବିନ୍ଦ୍ର ପରମାଣିକ,ମଦନ ପରମାଣିକ ପ୍ରମୁଖ ସରପଂଚ ପଦ ପାଇଁ ପ୍ରାଥିୀପତ୍ର ଦାଖଲ କରିଥିଲେ । ଏହି ସମସ୍ତଙ୍କ ପ୍ରାର୍ଥୀପତ୍ର କାଏମ ରହିଥିବା ଜଣାପଡିଛି ।

Related Posts

About The Author

Add Comment