ସୁନ୍ଦରଗଡ଼ ୨୪/୦୩ (ସନ୍ଧାନ ନିୟୁଜ): ସୁନ୍ଦରଗଡ଼ ଜିଲ୍ଲାର ସହରାଞ୍ଚଳ ସହିତ ଗ୍ରାମାଞ୍ଚଳରେ ମଧ୍ୟ କୋରୋନା ଲୋକଙ୍କ ଚିନ୍ତାର କାରଣ ପାଲଟିଛି । କୋରୋନାର ମୁକାବିଲା ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛି । ନୂଆଗାଁ, ସୋରଡା, ଲୁଆରମ ସହିତ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଇସୋଲେସନ ୱାର୍ଡ ତିଆରି କରିବା କାମ ଯୁଦ୍ଧକାଳୀନ ପରିସ୍ଥିତିରେ ଚାଲିଛି । ଇନଭଟର ଜରିଆରେ 24 ଘଣ୍ଟା ପାଣି ବିଜୁଳିର ବ୍ୟବସ୍ଥା କରାଯାଉଛି ।
କୋରୋନା ମୁକାବିଲା ପାଇଁ ସୁନ୍ଦରଗଡ଼ ପ୍ରଶାସନ ପ୍ରସ୍ତୁତ
|
March 24, 2020 |