କୋରୋନା ମୁକାବିଲା ପାଇଁ ରାଉରକେଲାରେ ପ୍ରସ୍ତୁତି ଆରମ୍ଭ

Spread the love
ରାଉରକେଲା, ୦୯/୦୩ (ସନ୍ଧାନ ନିୟୁଜ): ଘାତକ କୋରୋନାରୁ ବର୍ତ୍ତିବା ପାଇଁ ସବୁଆଡ଼େ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଏବେ ରାଉରକେଲା ହସ୍ପିଟାଲରେ ସତର୍କତା ବୃଦ୍ଧି କରାଯାଇଛି । ଏଥିପାଇଁ ସ୍ବାସ୍ଥ୍ୟକର୍ମୀଙ୍କୁ SOP ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସ୍ପିଟାଲରେ ସିଧା ରୋଗୀଙ୍କ ସମ୍ପର୍କରେ ଆସୁଥିବା ଡାକ୍ତର ଓ ନର୍ସମାନେ ମଧ୍ୟ ନିଜକୁ ସୁରକ୍ଷିତ କରିବା ପାଇଁ ମାସ୍କ ଲଗାଇବା ଆରମ୍ଭ କରିଦେଇଛନ୍ତି । ରାଉରକେଲା ସହିତ ଅନ୍ୟାନ୍ୟ ହସ୍ପିଟାଲ ମଧ୍ୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ।

Related Posts

About The Author

Add Comment