କୋରେଇ ସରପଂଚ ବିଦ୍ୟାଳୟ ବୁଲି ଦେଖିଲେ

Spread the love

ଯାଜପୁର ସଦର, ୦୫ା୦୪: ଯାଜପୁର ଜିଲ୍ଲାରେ ନୂତନ ଭାବେ ନିର୍ବାଚିତ ହୋଇଥିବା କୋରେଇ ବ୍ଲକର ଜହ୍ନା ପଂଚାୟତର ସରପଂଚ ସଂଯୁକ୍ତ ସାହୁ ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ଗୁଡ଼ିକ ବୁଲି ଦେଖିବା ସହିତ ବିଦ୍ୟାଳୟ ଗୁଡ଼ିକୁ ଉନ୍ନତି କରଣ କରାଯିବା ପାଇଁ ଶ୍ରୀମତୀ ସାହୁ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ର ଛାତ୍ରୀ ମାନଙ୍କୁ କିଭଳି ବିଦ୍ୟାଳୟରେ ପାଠ ପଢ଼ାଯାଉଚି ତାହା ପଚାରି ବୁଝିଥିଲେ । ପିଲା ମାନଙ୍କୁ ପାଠ ପଢ଼ାଇବା ସହିତ ବିଦ୍ୟାଳୟରେ କିପରି ମଧ୍ୟାହ୍ନ ଭୋଜନ କରାଯାଉଚି ଶ୍ରମତୀ ସାହୁ ଅନୁଧ୍ୟାନ କରିଥିଲେ । ଶ୍ରୀମତୀ ସାହୁ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ କରିବା ସହିତ ବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ ଅସୁବିଧା ସମ୍ପର୍କରେ ପ୍ରଧାନ ଶିକ୍ଷକ ଗଜେନ୍ଦ୍ର ସାହୁଙ୍କ ସହିତ ଆଲୋଚନା କରିଥିଲେ ।

Related Posts

About The Author

Add Comment