କୋରୋନା ଭୟ: ରାଉରକେଲାରେ ବନ୍ଦ ହେଲା  ଇନ୍ଦିରା ଗାନ୍ଧୀ  ପାର୍କ

Spread the love
ରାଉରକେଲା,  ୧୬/୦୩ (ସନ୍ଧାନ ନିୟୁଜ) : କୋରୋନା ପାଇଁ ଏବେ ସମସ୍ତେ ଆତଙ୍କିତ । ସବୁ ଜାଗାରେ ଆରମ୍ଭ ହୋଇଯାଇଛି ସଚେତନତା ଆଉ ସତର୍କତା କାର୍ଯ୍ୟକ୍ରମ। କୌଣସି ବି ସ୍ଥାନରେ ଏକତ୍ରିତ ନହେବାକୁ ବାରଣ କରାଯାଇଛି। ବିଭିନ୍ନ ବିବାହ ବ୍ରତଘର ପାଇଁ ହଲ୍ ବୁକିଙ୍ଗ ରଦ୍ଧ କରିବା ପରେ ଏବେ ପାର୍କରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗୁ ହୋଇଛି ।  ଇନ୍ଦିରା ଗାନ୍ଧୀ ତଥା ନେହେରୁ ପାର୍କକୁ ପ୍ରତିଦିନ ହଜାର ହଜାର ଲୋକ ଆସୁଥିବା ବେଳେ ଆଜି ଗେଟ୍ ବନ୍ଦ ହୋଇଯିବାରୁ ବହୁ ସଂଖ୍ୟାରେ ଲୋକ ନିରାଶ ହୋଇ ଫେରିଛନ୍ତି ।Report- Subodh Nayak

Related Posts

About The Author

Add Comment