କେନ୍ଦ୍ରୀକଲା ଅଞ୍ଚଳର ଏକ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

Spread the love

ସୁନ୍ଦରଗଡ଼, ୧୯/୧୨ (ସନ୍ଧାନ ନିଉଜ) :   ସୁନ୍ଦରଗଡ଼ ବଣାଇ ଥାନା ଅନ୍ତର୍ଗତ କେନ୍ଦ୍ରୀକଲା ଅଞ୍ଚଳର ଏକ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକକୁ ଚିହ୍ନଟ କରିବା ନେଇ ପୋଲିସର ପ୍ରୟାସ ଜାରି ରହିଛି। ବୁଧବାର ବିଳମ୍ବିତ ରାତିରେ ଉକ୍ତ ଜଙ୍ଗଲରେ ମଦ ପିଇବା ସହ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ମଦ ବୋତଲ ଓ ଗୋଟିଏ ଗାଡି ମଧ୍ୟ ଅଛି । ତେବେ ମୃତ ଯୁବକର ଘର ରାଉରକେଲା ଜଲଦା ବୋଲି ପୋଲିସ ଅନୁମାନ କରୁଛି।

Related Posts

About The Author

Add Comment