• About Us
  • Contact Us
  • Recruitment

Sandhan News

WISH YOU ENJOYFULL RATHAJATRA

WISH TO ALL READER AND DEVOTE ON THE EVE OF RATHAJATRA

SANDHANEWS.COM


Menu
  • ଓଡିଶା
  • ଜିଲ୍ଲା
    • ଅନୁଗୁଳ
    • କଟକ
    • ଯାଜପୁର
    • କନ୍ଧମାଳ
    • କଳାହାଣ୍ଡି
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଖୋର୍ଦ୍ଧା
    • କୋରାପୁଟ
    • ଗଞ୍ଜାମ
    • ଗଜପତି
    • ଜଗତସିଂହପୁର
    • ଝାରସୁଗୁଡ଼ା
    • ଢେଙ୍କାନାଳ
    • ଦେବଗଡ଼
    • ନବରଙ୍ଗପୁର
    • ନୟାଗଡ଼
    • ନୂଆପଡ଼ା
    • ପୁରୀ
    • ବରଗଡ଼
    • ବଲାଙ୍ଗୀର
    • ବାଲେଶ୍ବର
    • ବୌଦ୍ଧ
    • ମୟୁରଭଞ୍ଜ
    • ଭଦ୍ରକ
    • ମାଲକାନଗିରି
    • ରାୟଗଡ଼ା
    • ସମ୍ବଲପୁର
    • ସୁନ୍ଦରଗଡ଼
    • ସୁବର୍ଣ୍ଣପୁର
  • ରାଜନୀତି
  • ଜାତୀୟ
  • ଆନ୍ତର୍ଜାତୀୟ
  • ବାଣିଜ୍ୟ
  • ପ୍ରୟାସ
  • ସୀଡ୍
  • ଭିଡ଼ିଓ ଖବର
  • ଇ ପେପର (E Paper)
  • ମନୋରଞ୍ଜନ
  • ଅପରାଧ
  • ସ୍ବାସ୍ଥ୍ୟ
  • ଖେଳ
  • ସହର
    • କଟକ
    • ଭୁବନେଶ୍ୱର
    • ପୁରୀ
    • ବ୍ରହ୍ମପୁର
    • ରାଉରକେଲା
  • ଛବିରେ ଖବର
  • ସାହିତ୍ୟ
    • ଗଳ୍ପ
    • କବିତା
    • ଆମ ସଂସ୍କୃତି, କଳା ଓ ଐତିହ୍ୟ
  • ବ୍ୟକ୍ତିତ୍ବ
    • ବିରଳ ବ୍ୟକ୍ତିତ୍ବ
    • ସାକ୍ଷାତକାର
  • ଆପଣଙ୍କ ରିପୋର୍ଟ
  • ରାଶିଫଳ
  • ଆମ ପର୍ବ ପର୍ବାଣୀ
    • ପଣା ସଂକ୍ରାନ୍ତି
    • ଆମ ପିଠାପଣା
  • ଆମ ଐତିହ
  • SANDHAN LIVE TV
ତାଜା ଖବର
  • ସାର୍ବଜନୀନ ଦୁର୍ଗାପୂଜା ପୂର୍ବରୁ ଦର୍ଲିପାଲି ଚଢାଉରେ ବାଣ ସହ ଜଣେ ଅଟକ
  • ବ୍ରାହ୍ମଣୀ ଉପରେ ସେତୁର ସ୍ୱପ୍ନକୁ ସରକାରୀ ମୋହର ୧୭୯.୧୬ କୋଟି ବ୍ୟୟରେ ନିର୍ମାଣ ହେବ ୧୬୩୯.୯୨ ମିଟର ହାଇଲେଭେଲ ବ୍ରିଜ୍‌ ଧର୍ମଶାଳା–ସୁକିନ୍ଦା ମଧ୍ୟରେ ଯୋଗାଯୋଗ ହେବ ସୁଗମ, ଡଙ୍ଗା ଯାତ୍ରାରୁ ମିଳିବ ମୁକ୍ତି
  • ଜିଲ୍ଲା ସ୍ତରୀୟ ଇଂରାଜୀ ଭାଷା ସମୃଦ୍ଧି ପାଠ୍ୟକ୍ରମ ପ୍ରଶିକ୍ଷଣ ଶିବିର ଉଦଯାପିତ
  • ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି: ୨ଟି ବ୍ଲକର ୩୬ଟି ଗ୍ରାମ/ୱାର୍ଡ ପ୍ରଭାବିତ
  • ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
  • ବାଲି ଶଙ୍କରା ପଞ୍ଚାୟତ ସମିତି ପକ୍ଷରୁ ଲୋକଙ୍କ ଟଙ୍କାରେ ଜଙ୍ଗଲରେ ତିଆରି ହେଉଛି ଦୋକାନ ଗୃହ
  • ଭାଗବତ ଜନ୍ମ କଥା, ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନର ମେରୁଦଣ୍ଡ।
  • ତଲସରା ପୋଲିସ ପକ୍ଷରୁ “ଆମ ପୋଲିସ ସମିତି “କାର୍ଯ୍ୟକ୍ରମ ଅନୁଷ୍ଠିତ
  • ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ‘ବନ୍ଦେ ମାତରମ୍‌’ ଗୀତ ୧୫୦ ବର୍ଷ ପୂର୍ତ୍ତି ଅବସରରେ ସ୍ମାରକ କାର୍ଯ୍ୟକ୍ରମ
  • JAJPUR SUB-COLLECTOR OFFICE STAFFER NABBED BY ODISHA VIGILANCE WHILE TAKING BRIBE RS. 40,000/- TO FACILITATE PERMISSION  FOR PURCHASE OF LAND OF A SCHEDULED CASTE  LAND OWNER.
Home
ସାହିତ୍ୟ
ଆମ ସଂସ୍କୃତି, କଳା ଓ ଐତିହ୍ୟ
କାଶ୍ମୀର କାହାର??

କାଶ୍ମୀର କାହାର??

Manas Kumar Rout | February 17, 2019 |
Spread the love
44    
44
Shares

ସୁବଳ ମହାପାତ୍ର

କିଛି ବର୍ଷ ପୂର୍ବରୁ ଗୋଟେ ଛୋଟ ଗପ ପଢ଼ିଥିଲି…
ଆମେରିକା ରେ ଜଣେ ଭାରତୀୟ ଓ ଜଣେ ପାକିସ୍ଥାନୀ ଭିତରେ କାଶ୍ମୀର କୁ ନେଇ କଳହ ଲାଗିଲା। ପାକିସ୍ଥାନୀ ଜଣଙ୍କ ଚିଲ୍ଲେଇ ଚିଲ୍ଲେଇ କହୁଥାନ୍ତି, ” କାଶ୍ମୀର ପାକିସ୍ଥାନ ର, କୌଣସି ହାଲତ ରେ ବି ଆମେ କାଶ୍ମୀର କୁ ଅଲଗା ହେବାକୁ ଦେବୁନାହିଁ। ଯେନତେନ ପ୍ରକାରେ ଆମେ କାଶ୍ମୀର ନେବା କଥା ନେବୁ। ଇତ୍ୟାଦି ଇତ୍ୟାଦି….”
ଭାରତୀୟ ଜଣଙ୍କ ଚୁପ ରହିବା ଦେଖି ଆମେରିକୀୟ ସାଙ୍ଗମାନେ ପଚାରିଲେ,” ତୁମେ କଣ କିଛି କହିଲ ନାହିଁ? ତେବେ ସତରେ କାଶ୍ମୀର କଣ ପାକିସ୍ଥାନ ର?? “
ଭାରତୀୟ ଜଣଙ୍କ ଏବେ ମୁହଁ ଖୋଲିଲେ। କହିଲେ, ଆପଣ ମାନଙ୍କୁ ଏକ ମଜା କଥା କହୁଛି ଶୁଣନ୍ତୁ… ପୁରା କାଳରେ ଜଣେ ଋଷି ନିଜର ଲୁଗା ପଟା ସିନ୍ଧୁ ନଦୀ କୂଳରେ ଥୋଇ, ନଦୀ କୁ ଗାଧୋଇବାକୁ ଗଲେ। ହେଲେ ଫେରିଲା ବେଳକୁ ଜଣେ ପାକିସ୍ଥାନୀ ତାଙ୍କ ଲୁଗାପଟା ଚୋରି କରି ନେଇ ଯାଉଥିବାର ସେ ଦେଖି ଡାକ ଛାଡିଲେ।
ଏତିକିରେ ପାକିସ୍ଥାନୀ ଜଣଙ୍କ ରାଗିମାଗି ମୁସ୍ତେଜ ହୋଇ କହିଲେ,” ପାକିସ୍ଥାନୀ ମାନେ ଚୋର ନୁହେଁ। ଏହାର ପ୍ରମାଣ ମୁଁ ଦେଇ ପାରିବି। ୧୯୪୭ ପୂର୍ବରୁ ପାକିସ୍ଥାନ ବୋଲି କିଛି ନଥିଲା। ଦେଶ ବିଭାଜନ ପରେ ଏହା ପାକିସ୍ଥାାନ ହେଲା। ତେଣୁ ଏ ଭାରତୀୟ ମିଛ କହୁଛି।”
ଭାରତୀୟ ଜଣଙ୍କ ଏବେ ହସିବାକୁ ଲାଗିଲେ। କହିଲେ, ୧୯୪୭ ପୂର୍ବରୁ ଯଦି ପାକିସ୍ଥାନ ନଥିଲା, ତେବେ କାଶ୍ମୀର ତୁମର କେମିତି ହେଲା?? ଯେଉଁ POK (ପାକ ଅଧିକୃତ କାଶ୍ମୀର) ଦେଖୁଛ, ତାହା ବି କେବଳ ଆମ ଦୟାରୁ ତମ ପାଖରେ ଅଛି। ଯଦି ଆମେ ଚାହିଁବୁ ଖାଲି pok ନୁହେଁ, ପୁରା ପାକିସ୍ତାନ କୁ ହିନ୍ଦୁସ୍ଥାନ ରେ ମିଶେଇବାକୁ ଆମକୁ ଦୁଇମାସ ବି ସମୟ ଲାଗିବନି।
ଆଉ ଗୋଟେ ଗପ ବି ପଢ଼ିଥିଲି…
ଜଣେ ଇଂରେଜ ଥରେ ଗୋଟେ ଅଜଗର ସାପ କୁ ଗୃହପାଳିତ କରିବାକୁ ନେଇ ଆସିଲା। ତାକୁ ସେ ବହୁତ ସ୍ନେହ କରୁଥିଲା। ଖାଇବା ପିଇବାକୁ ଦେଇ ନିଜ ଖଟରେ ନିଜ ପାଖରେ ଶୁଆଉ ଥିଲା, ବହୁତ ଗେଲ କରୁଥିଲା। ସାପ ବି ଲୋକଟିର ଦେହରେ ଗୁଡେ଼ଇ ହୋଇ ଶୁଏ। ତା ଉପରେ ଚାଲେ, ଖେଳେ ଓ ଖାଇ ପିଇ ମଜାରେ ଥାଏ।  ଏମିତି ବହୁତ ଦିନ ଗଲା ପରେ ହଠାତ ଦିନେ ସାପ ଆଉ କିଛି ଖାଇଲା ନାହିଁ। ଦିନେ ଗଲା, ଦୁଇ ଦିନ ଗଲା ,ତଥାପି ସାପ କିଛି ଖାଇଲା ନାହିଁ। ପୁଣି ଦୁଇଦିନ ଗଲାପରେ ଲୋକଟି ସାପକୁ ନେଇ ଡାକ୍ତର ଙ୍କ ପାଖକୁ ଗଲା। ସେଦିନ ଡାକ୍ତର ଙ୍କ ଘରକୁ ଜଣେ ସାପ ବିଶେଷଜ୍ଞ ବୁଲି ଆସିଥାନ୍ତି। ଡାକ୍ତର ଓ ସେ ଦୁଇଜଣ ଯାକ ସାପ କୁ ପରୀକ୍ଷା କଲେ ଓ ଲୋକଟିକୁ ପଚାରିଲେ, “ସାପ ଆପଣଙ୍କ ଉପରେ ବୁଲାବୁଲି କରେ??
— ହଁ, ସବୁଦିନ କରେ।
— କାଲି ବି କରିଥିଲା?
— ହଁ, ମୋ ଦେହ ରେ ଗୁଡେଇ ହୋଇ ଖେଳୁଥିଲା
ତାପରେ ବିଶେଷଜ୍ଞ ଜଣଙ୍କ ଯାହା କହିଲେ ଲୋକଟିର ହୋସ ଉଡିବା ଉପରେ। କହିଲେ,”ଅତିଶୀଘ୍ର ୟାକୁ ନେଇ ଜଙ୍ଗଲରେ ଛାଡ଼ ନଚେତ ଚିଡ଼ିଆ ଖାନାରେ। ସେ ତୁମ ଉପରେ ଗୁଡେଇ ହୋଇ ମାପୁଥିଲା ତୁମକୁ ଗିଳି ପାରିବ କି ନାହିଁ। ସେଥିପାଇଁ ପାଞ୍ଚ ଦିନ ହେଲାଣି ସେ ଖାଇବା ବନ୍ଦ କରିଛି। ତୁମ ଓଜନ ଯେତିକି, ତୁମକୁ ଗିଳିବାକୁ ହେଲେ ତାକୁ ସାତଦିନ ପୂର୍ବରୁ ଓପାସ ରହିବା ଦରକାର। ଆଉ ଆଜି ପଞ୍ଚମ ଦିନ।
ଏ ଦୁଇଟି କାହାଣୀ ଆପଣଙ୍କୁ କହିବା ର ମାନେ ହେଲା, କାଶ୍ମୀର ପାକିସ୍ତାନ ର ନୁହେଁ ଓ ସାପ କୁ କେବେ ବିଶ୍ବାସ କରିବା କଥା ନୁହେଁ।
ପ୍ରଥମ କଥା ହେଲା “କାଶ୍ମୀର”। କାଶ୍ମୀର ଭାରତ ର ଥିଲା, ଅଛି, ରହିବ। ଯେଉଁ ଖଣ୍ଡକ ପାକିସ୍ତାନ ପଟକୁ ଅଛି, ସେଇଟା ବି ଭାରତର। ତେଣୁ ଆଉ ଦୟା ନ କରି ସେ ଖଣ୍ଡକ ବି ଭାରତକୁ ଅଣାଯାଉ। ଦରକାର ପଡ଼ିଲେ ୧୯୪୭ ଅଗଷ୍ଟ ୧୩ ତାରିଖ କୁ ଫେରି ପୁଣି ଭାରତ, ପାକିସ୍ଥାନ ଏକାଠି କରାଯାଉ। ଯୁଦ୍ଧ କରିବ ତ କରୁ। ଏଥର କିନ୍ତୁ ଯୁଦ୍ଧ ହେଲେ ପୁରା ପାକିସ୍ଥାନ କୁ ଭାରତ ରେ ମିସେଇବା ନଚେତ ନକ୍ସା ରୁ ପାକିସ୍ଥାନ କୁ ଉଡେଇ ଦେବା। ତେବେ ଯାଇ ଭାରତ ବାସୀ, ଆଜି ଯାଏଁ ସହିଦ ହୋଇଥିବା ଭାଇ ମାନଙ୍କ ଆତ୍ମା ଓ ସେମାନଙ୍କ ପରିବାର ଲୋକଙ୍କ ଆତ୍ମା ଶାନ୍ତି ପାଇବେ।
ଦ୍ବିତୀୟ କଥା ହେଲା, “ସାପ”। ପାକିସ୍ଥାନ ଗୋଟେ ସାପ। ତା ଉପରେ ବିଶ୍ବାସ ନାହିଁ। ତାକୁ ଯେତେ ଦୟା ଦେଖେଇଲେ ବି ସେ ଚୋଟ ମାରିବା କଥା ମାରିବ। ୧୯୪୭ ପରଠୁ ସେ ସବୁବେଳେ ଯୁଦ୍ଧ, ଅସ୍ତ୍ର ବିରତି ରେ ଲୁଚି ଛପି ଆକ୍ରମଣ, ଆତଙ୍କବାଦ, ଚୋର ଙ୍କ ପରି ପଶି  ବ୍ଲାଷ୍ଟ କରୁଛି। ଏଠି ସବୁ ନେତା, ମନ୍ତ୍ରୀ, ସରକାର, ବିରୋଧୀଦଳ ଙ୍କୁ ଗୋଟିଏ ପ୍ରଶ୍ନ,” ଜାତିସଂଘ କୁ କଣ ଏସବୁ ଦେଖା ଯାଉନି?” ତେବେ ଇଟା ର ଜବାବ ଆମେ ପଥର ରେ ଦେଇ ପାରିବାନି କାହିଁକି? ସବୁ ପ୍ରମାଣ  ଦେବା ପରେ ବି ଯଦି ଜାତିସଂଘ ନ ମାନୁଛି, ତେବେ ପାକିସ୍ତାନ ଉପରେ ଗୋଟେ ବମ ପକେଇ ଆମେ କଣ ଫାଙ୍କି ପାରିବାନି?? କଥାରେ କୁହନ୍ତି ପରା ଭାରତ ର ସବୁ ଲୋକ ଯଦି LOC ରେ ଠିଆ ହୋଇ ମୁତିଦେବେ ପାକିସ୍ତାନ ଭାସିଯିବ । ସିନ୍ଧୁ ନଦୀର ପାଣି ବନ୍ଦ କଲେ ଅଧା ପାକିସ୍ଥାନ ଭୋକରେ ଓ ଶୋଷରେ ମରିଯିବ। ଗୋଟେ ତିନିପା ଦେବାଳିଆ, ଭିକ ମାଗି ଖାଉଥିବା ଦେଶ କୁ ଆମେ କଣ ନାଲି ଆଖି ଦେଖେଇ ଚାପୁଡ଼ା ଟେ ଦେଇ ପାରିବାନି?? ସେମାନେ ଯଦି କାଶ୍ମୀର କୁ ନେବେ ବୋଲି ଯୁଦ୍ଧ କରି ପାରିବେ ଆମେ କାହିଁକି ଲାହୋର କୁ ଭାରତ ରେ ମିଶେଇ ପାରିବାନି?? ସବୁଠୁ ଅଧିକ କଥା କହୁଥିବା ଆମେରିକା ଯଦି ପାକିସ୍ଥାନ ଭିତରେ ପଶି ଗୋଟେ ରାତି ରେ ବିନ ଲାଡେନ କୁ ମାରି ପାରିଲା, ଆମେ କଣ ଦିନ ପନ୍ଦର ଟା ଭିତରେ ଲାହୋର ଯାଏଁ ଖାଇ ପାରିବାନି?
ବହୁତ ହେଲା ଏ ଭାଇଚାରା, ଶାନ୍ତି ମୈତ୍ରୀ ର ଦେଶ । ଆମେ ସିନା ଭଗବତ ପ୍ରେମୀ ବୋଲି ଛେଳି କାଟି ତା ମାଂସ ଖାଇବାନି କିନ୍ତୁ ନିଜ ଦେହକୁ ମଶା କାମୁଡ଼ିଲେ ବି ମଶାକୁ କହିବା କି, “ଆଜ୍ଞା, ଏଇଟା ମୋ ଦେହ, ଆପଣ କାମୁଡ଼ିଲେ କଷ୍ଟ ହେଉଛି। ଆପଣ ଯାଆନ୍ତୁ”?? ନାହିଁ ନା…ନିଶ୍ଚିତ ଭାବେ ହାତ ଉଠେଇ ମାରିବା। ମଶା ମାରିଲେ ଆମକୁ କିଏ ମାଂସାସୀ ବୋଲି କହିବ କି?
ତେବେ ଡର କାହାକୁ?? ସବୁଦିନ କଣ ଏମିତି ୧୦, ୫୦, ୫୦୦ ଙ୍କ ମୃତ୍ୟୁ ଖବର ଶୁଣି ଦୁଇ ମିନିଟ ନିରବ ପ୍ରାର୍ଥନା କରି “ମୁଁ ଏହାକୁ ନିନ୍ଦା କରୁଛି ବୋଲି କହୁଥିବା?”
ବହୁତ ସହିଲେ, ଆଉ ସେ ସମୟ ନାହିଁ…. ୧୯୪୭ ରୁ ୨୦୧୯ ଗୋଟେ ଯୁଗ। ଏ ଯୁଗରେ ପାକିସ୍ଥାନ ବୁଝିଲାନି, ଆଉ ବୁଝିବ ବୋଲି ଆଶା ନାହିଁ। ଏବେ ବି ଯେଉଁମାନେ କହୁଛନ୍ତି “କଥାବାର୍ତା ରେ ସବୁ ହେଇ ପାରିବ। ” ସେମାନଙ୍କୁ ଗୋଟିଏ ପ୍ରଶ୍ନ,”ତାଙ୍କ ଘରେ ଚୋର ପଶି ଧରା ପଡିଲେ ସେ ଚୋରକୁ ବାପାରେ, ଧନରେ କହି ବୁଝେଇବେ ନା ଉତ୍ତମ ମଧ୍ୟମ ଦେଇ ଥାନା ରେ ଦେବେ?? ଯଦି ନିଜ ଘରେ ଚୋର ପଶିବାକୁ ସହ୍ୟ କରି ପାରୁନ, ତେବେ ଦେଶ ରେ ପଶିବାକୁ କେମିତି ଛାଡୁଛ??
କୁକୁର ପଲଙ୍କ ହାବୁଡ଼ ରେ କେବେ ପଡିଛ?? ରାତିରେ ରାସ୍ତା ରେ ଗଲାବେଳେ ବେଳେ ବେଳେ କୁକୁର ମାନଙ୍କ ଗ୍ରୁପ କାମୁଡିବା କୁ ଗୋଡ଼ାନ୍ତି ଓ ଭୁକନ୍ତି ବି। ଯଦି ତୁମେ ଦୌଡିବ, ସେମାନେ ଗୋଡେଇବେ। ଠିଆ ହୋଇ ଗୋଟେ ବଡ଼ ପଥର ସେମାନଙ୍କ ଉପରକୁ ଏମିତି ଫିଙ୍ଗ, ଯେମିତି ଜଣଙ୍କ ଦେହରେ ନିଶ୍ଚିତ ବାଜିବ। ଦେଖିବ, ସେ କୁକୁର କୁଁ କୁଁ ହେଲେ ବାକି ତକ ଛତ୍ରଭଙ୍ଗ ଦେବେ। ସେମିତି ଏବେ ପାକିସ୍ତାନ ଓ ଚୀନ, ଭାରତ ପଛରେ ଲାଗିଛନ୍ତି। ଜଣଙ୍କୁ କଡା ଜବାବ ଦିଅ, ଆର ଜଣଙ୍କ ଛାଏଁ ସାଇଜ ହେଇଯିବ।
କାଶ୍ମୀର ରେ ପଥର ମାଡ଼ କରୁଥିବା ଓ “ପାକିସ୍ଥାନ ଜିନ୍ଦବାଡ଼” କହୁଥିବା ଲୋକଙ୍କୁ ଦେଖିଲା ମାତ୍ରେ ଗୁଳି କରିବାକୁ ସୈନିକ ଭାଇ ମାନଙ୍କୁ ଅନୁମତି ମିଳୁ। ଗୋଟେ ଦିନରେ ଦଶ ଜଣଙ୍କ ଦେହ ରେ ଗୁଳି ବାଜିଲେ, ପରଦିନ ରାସ୍ତା ରେ ପଥର ମାଡ଼ କରିବାକୁ ଲୋକ ଛାଡ଼, ପଥର ଦେଖିବାକୁ ମିଳିବନି।
ଆଉ ନୁହେଁ…. ଏଇଟା ହିଁ ସମୟ। ତଦନ୍ତ, ବାଦ ବିବାଦ, କଥା କଟାକଟି, ଶାନ୍ତି, ମୈତ୍ରୀ ସବୁ ଛାଡି ୟା ର ସ୍ଥାୟୀ ସମାଧାନ ପାଇଁ ପାକିସ୍ଥାନ କୁ କଡା ଓ ଉଚିତ ଜବାବ ଦେବା ଦରକାର। ଯେମିତି ଥରକେ ଅଣ୍ଟା ଭାଙ୍ଗି ପଡିବ, ଆଉ ଉଠିବାକୁ ସାହସ କରିବନି…..
ଶେଷରେ ମୋ ସହିଦ ଯବାନ ଭାଇ ମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ଓ ଆହତ ମାନଙ୍କର ଦ୍ରୁତ ଉନ୍ନତି କାମନା କରୁଛି…💐💐💐
ଭାରତ ମାତା କି ଜୟ…
www.sandhannews.com

44
Shares

Related Posts

दिल्ली से मालगाडी से आई श्रमजीवी महिला साईं परिवार ने पुलिस की मदद से पहुचाया गांव

March 31, 2020 | Manas Kumar Rout |
ଅଧିକ ପଢନ୍ତୁ

ମାଟିରେ ଲୋଟୁଛି ଗଛ, ବଢୁଛି ପ୍ରଦୂଷଣ

November 26, 2020 | Sandhan News |
ଅଧିକ ପଢନ୍ତୁ

ମହାକାଶରେ ଥାଇ ଲ୍ୟାଣ୍ଡମାଇନ୍‌ ଠାବ କରିବ ଭାରତୀୟ ଉପଗ୍ରହ ହାଇସିସ୍‌,ମାଓ ଆକ୍ରମଣରୁ ସେନାକୁ ସୁରକ୍ଷା ଦେବ

November 30, 2018 | Santosh Rout |
ଅଧିକ ପଢନ୍ତୁ

ଟୀକାକରଣ କରାଗଲା ବାଳାଶ୍ରମ କର୍ମଚାରୀଙ୍କୁ ।

May 20, 2021 | Sandhan News |
ଅଧିକ ପଢନ୍ତୁ

About The Author

Manas
More From This Author

Add Comment

Cancel reply

HAPPY NEW YEAR-2024

NETANKA SALARY PENSION

https://www.youtube.com/watch?v=F08PxOH-G8A&t=60s

ସ୍ୱତନ୍ତ୍ର

ମନେ ପଡନ୍ତି: ସ୍ୱାଧୀନତା ସଂଗ୍ରାମୀ ରମାଦେବୀ

ଗୁରୁ ନାନକ

ଚୈତନ୍ୟ

ପଦ୍ମଶ୍ରୀ ଜୟନ୍ତ ମହାପାତ୍ର

ପ୍ରତ୍ନତ‌ତ୍ତ୍ୱବିଦ୍ ରମେଶ ପ୍ରସାଦ ମହାପାତ୍ର

ସେପ୍ଟେମ୍ବର ମାସର ସନ୍ଧାନ ନିୟୁଜର ନିମ୍ନରେ ଥିବା ଲିଙ୍ଗରେ କ୍ଲିକ୍ କରି ଡାଉନଲୋଡ କରନ୍ତୁ

Buddhism during the Bhaumakara Period: A case of study on Social life in Odisha

ପରାଧୀନ ଭାରତର ମୁକ୍ତିପୀଠ ରକ୍ତତୀର୍ଥ ଇରମ

Urgent Required

  • Popular
  • Recent

Dibyadrasana

https://www.youtube.com/watch?v=Y2c8N7c5BzI&t=209s

ନୋଟିସ୍

ପ୍ରତିନିଧି ଆବଶ୍ୟକ 

ସ୍ୱତନ୍ତ୍ର ପ୍ରତିନିଧି ଆବଶ୍ୟକ, ଯୋଗାଯୋଗ-୯୪୩୭୮୧୯୩୭୫, ଶିକ୍ଷାଗତ ଯୋଗ୍ୟତା: +୩ (ସମ୍ମାନ) ବା ପ.ଜି ଯେକୈଣସି ବିଷୟରେ

FOR GOVT AND PRIVATE JOBS INFORMATION CONTACT-9437819735

Admission Open DU Public School Chandikhole Jajpur

Recent Posts

  • ସାର୍ବଜନୀନ ଦୁର୍ଗାପୂଜା ପୂର୍ବରୁ ଦର୍ଲିପାଲି ଚଢାଉରେ ବାଣ ସହ ଜଣେ ଅଟକ
  • ବ୍ରାହ୍ମଣୀ ଉପରେ ସେତୁର ସ୍ୱପ୍ନକୁ ସରକାରୀ ମୋହର ୧୭୯.୧୬ କୋଟି ବ୍ୟୟରେ ନିର୍ମାଣ ହେବ ୧୬୩୯.୯୨ ମିଟର ହାଇଲେଭେଲ ବ୍ରିଜ୍‌ ଧର୍ମଶାଳା–ସୁକିନ୍ଦା ମଧ୍ୟରେ ଯୋଗାଯୋଗ ହେବ ସୁଗମ, ଡଙ୍ଗା ଯାତ୍ରାରୁ ମିଳିବ ମୁକ୍ତି
  • ଜିଲ୍ଲା ସ୍ତରୀୟ ଇଂରାଜୀ ଭାଷା ସମୃଦ୍ଧି ପାଠ୍ୟକ୍ରମ ପ୍ରଶିକ୍ଷଣ ଶିବିର ଉଦଯାପିତ
  • ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି: ୨ଟି ବ୍ଲକର ୩୬ଟି ଗ୍ରାମ/ୱାର୍ଡ ପ୍ରଭାବିତ
  • ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
  • ବାଲି ଶଙ୍କରା ପଞ୍ଚାୟତ ସମିତି ପକ୍ଷରୁ ଲୋକଙ୍କ ଟଙ୍କାରେ ଜଙ୍ଗଲରେ ତିଆରି ହେଉଛି ଦୋକାନ ଗୃହ
  • ଭାଗବତ ଜନ୍ମ କଥା, ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନର ମେରୁଦଣ୍ଡ।
  • ତଲସରା ପୋଲିସ ପକ୍ଷରୁ “ଆମ ପୋଲିସ ସମିତି “କାର୍ଯ୍ୟକ୍ରମ ଅନୁଷ୍ଠିତ
  • ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ‘ବନ୍ଦେ ମାତରମ୍‌’ ଗୀତ ୧୫୦ ବର୍ଷ ପୂର୍ତ୍ତି ଅବସରରେ ସ୍ମାରକ କାର୍ଯ୍ୟକ୍ରମ
  • JAJPUR SUB-COLLECTOR OFFICE STAFFER NABBED BY ODISHA VIGILANCE WHILE TAKING BRIBE RS. 40,000/- TO FACILITATE PERMISSION  FOR PURCHASE OF LAND OF A SCHEDULED CASTE  LAND OWNER.

Alochana new episode

https://www.youtube.com/watch?v=h2Jlw6Dbk9g&t=31s

PURCHESH THIS BOOK ONLY @ rS-500

Copyright © 2026 Sandhan News 
  • About Us|
  • Contact Us|
  • Recruitment|