କେନ୍ଦୁଝର, ୧୭/୧୨ (ସନ୍ଧାନ ନିୟୁଜ) କେନ୍ଦୁଝର ସଦର ପଦ୍ମପୁର ପଞ୍ଚାୟତ ର ଦାଵାଙ୍କ ଅଙ୍ଗନ ବାଡି କେନ୍ଦ୍ରରେ ଏକ ଅଜଣା ଯୁବକ ର ମୃତ ଦେହ ପଡିଛି
କେହି ତାଙ୍କୁ ମାରି ଏଠାରେ ପାକେଡ଼େଇଥିବା ଅନୁମାନ କରାଯାଉଛି.
ତେବେ ସେ ଏକ ମାଟିଆ ରଙ୍ଗର ଗଂଜୀ ଏବେ କଲା ରଙ୍ଗର ପ୍ୟାଣ୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି .
ଏହାର ଷ୍ଟଡ଼ନ୍ତା କରି ପ୍ରକୃତ ସତ୍ୟ ଲୋକଲୋଚନା କୁ ଆଣିବାକୁ ଦାବି ହେଉଛି



