କୃଷକଙ୍କ ଦୁର୍ଦଶା କହିଲେ ନସରେ; ସବୁତକ ଧାନକୁ ବିକିଲେ ମଧ୍ୟ ଧାନ କଟା ମେସିନ ର ଭଡା ସୁଜି ହଉନି

Spread the love

ରସୁଲପୁର: କୃଷକଙ୍କ ଦୁର୍ଦଶା କହିଲେ ନସରେ l ଘୋଡା 6 ଟଙ୍କା କୁ ଦାନ 9 ଟଙ୍କା ଉକ୍ତିଟି ସତ ହୋଇଛି l ଏଭାଳି ଦୂର୍ଷ ଦେଖିବାକୁ ମିଳିଛି ରସୁଲପୁର ବ୍ଲକ ସିଂହାପୁର ଅଞ୍ଚଳରେ I ସୂଚନା ମୁତାବକ ସେଠାକାର କୃଷକଙ୍କ କହିବା ଅନୁସାରେ ଚଳିତ ବର୍ଷ ଧାନ ଚାଷରୁ ଅମଳ ହୋଇଥିବା ସବୁ ତକ ଧାନ କୁ ବିକିଲେ ମଧ୍ୟ ଧାନ କଟା ମେସିନ ର ଭଡା ସୁଜି ହଉନି l ସ୍ଥାନୀୟ କୃଷକ ଗୌରାଙ୍ଗ ନାୟକ, ଦିଲ୍ଲୀପ ନାୟକ, ଟିମା ମଳିକ,ଙ୍କ କହିବା ଅନୁସାରେ ଚଳିତ ବର୍ଷ ଧାନ ଚାଷରେ l ଚାଷ,ବିହନ କିଣା, ସାର, ଓଷଧ, ବେଉସନ, ଖର୍ଚ୍ଚ ହୋଇଥିବା ଟଙ୍କାକୁ ବାଦ ଦେଲା ପରେ ଧାନ ସବୁ କୁ ବିକେଲେ ବି ଧାନ କଟା ମେସିନ ର ଭଡା ଦେଇପାରୁନି ଚାଷୀ l ଏମିତି ପରିସ୍ଥିତି ଉପୁଜିବା କାରଣ l ଧାନ କଟା ମେସିନ ର ଚଢା ଦର l ଚାଷୀ ଉପକରଣ ମେସିନାରୀ ଉପରେ ଓଡିଶା ସରକାର ସବସିଡି ଦେଉଥିବା ବେଳେ l ମେସିନୀ ମାଲିକ ଙ୍କ ମନମୁଖି ଚଢା ଦରର, ଶିକାର ହେଉଛିନ୍ତି କୃଷକ l ଏ ବାବଦରେ ସରକାରଙ୍କ କୋଣସି ପଦେକ୍ଷପ ନାହଁ l (SANDHANNEWS)

Related Posts

About The Author

Add Comment