କାର୍ଯ୍ୟକାରୀ ହେଲା ବ୍ରହ୍ମବରଦା ବିଦ୍ୟୁତ ସବଷ୍ଟେସନ

Spread the love

ଯାଜପୁର ସଦର, ୦୫ା୦୫: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବ୍ରହ୍ମବରଦାରେ କରାଯାଇଥିବା ବ୍ରହ୍ମବରଦା ସବଷ୍ଟେସନକୁ ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଉଦ୍ଘାଟନ କରିଥିବା ବେଳେ, ଦିର୍ଘଦିନ ବିତିଯାଇଥିଲେ ମଧ୍ୟ ୩୩୧୧ ସବଷ୍ଟେସନ ଯାଜପୁର ଜିଲ୍ଲା କୁଆଖିଆ ଅଧିନରେ ଥିବା ଗତକାଲି ସବଷ୍ଟେସନ ପୂଜାର୍ଚ୍ଚନା କରାଯାଇଥିବା ବେଳେ, କୁଆଖିଆ ଏସଡିପିଓ ସିତାଶୁଂ ଶେଖର ଶତପଥି ଯୋଗଦାନ କରି ମେନସୁଇଚ କରି ବିଦ୍ୟୁତ ସରବରକୁ କାର୍ଯ୍ୟକ୍ରମ କରିଥିଲେ । ବ୍ରହ୍ମବରଦା ନେସ୍କୋ ବିଭାଗର କନିଷ୍ଟ ଯନ୍ତ୍ରୀ ବାଣିଜ୍ୟ ବିଭାଗର ମୁଖ୍ୟ ଅଭିଜିତଙ୍କ ସହିତ ବିଦ୍ୟୁତ ବିଭାଗର କର୍ମଚାରୀ ମାନଙ୍କ ସହିତ ରହି ସ୍ଥାନୀୟ ଲୋକମାନରେ ରହି ଏହି ସବଷ୍ଟେସନ କାର୍ଯ୍ୟକ୍ଷମ ହେବାପରେ ଦଶଟି ପଂଚାୟତର ୪ହଜାର ଉପଭୋକ୍ତା ଉପକୃତ ହେବା ସହିତ ଲୋ ଭୋଲଟେଜ ସମସ୍ୟା ଦୂର ହେବ । ପ୍ରଥମେ ବ୍ରହ୍ମବରଦା ବିଦ୍ୟୁତ ସଂଯୋଗଦ ଦିଆଯାଇଚି । ଅନ୍ୟ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ଦିଆଯିବ ।

Related Posts

About The Author

Add Comment