କାନ୍ଥ କାଟି ଜେରକ୍ସ ଦୋକାନରୁ ଚୋରି

Spread the love

ପାଟଣା, ୧୧/୧୧ (ସନ୍ଧାନ ନିଉଜ) : କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡ଼ା ବଜାରରେ ରବିବାର ବିଳମ୍ବିତ ରାତିରେ ଜେରକ୍ସ ଦୋକାନରୁ ଚୋରି ହୋଇଥିବା ଜଣାପଡ଼ିଛି। ବ୍ଲକ ସମ୍ମୁଖରେ ଥିବା ଜେରକ୍ସ ଦେକାନ ଘରର କାନ୍ଥ କାଟି ଦୁର୍ବୃତ୍ତ ଖାତା, ରେଜିଷ୍ଟର ଓ ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଜେରକ୍ସ ଦୋକାନଟି ଭାଲିଆଡ଼ିହା ଗ୍ରାମର ମାଝୀଙ୍କର। ଚୋରି ହୋଇଥିବା ଜାଣି ସୁଶୀଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Related Posts

About The Author

Add Comment