କାଠ ବୋଝେଇ ପିକ୍‌ଅପ୍‌ ଜବତ; ଚାଳକ ଫେରାର

Spread the love

ବାରିପଦା, 26.11.2020 (ଲିଙ୍ଗରାଜ ପଣ୍ଡା)-ବେଆଇନ ଭାବେ ଏକ ନମ୍ବର ବିହୀନ ପିଅପ୍ ଗାଡିରେ ଶାଗୁଆନ ଲଗ୍ ବୋଝାଇ କରି ନିଆଯାଉଥିବା ବେଲେ ବାରିପଦା ବିନାରଂଜର ଲକ୍ଷ୍ମୀଧର ବେହେରାଙ୍କ । ନେତୃତ୍ଵରେ ଆଜି ଭୋର ସାଢେ ୩ଟା । ସମୟରେ ଧରାପଡିଛି। ଅନ୍ଧାରର ସୁଯୋଗ ନେଇ ଦ୍ରୁତଗତିରେ ପଳାଇ ଯାଉଥିବା ପିକଅପ୍ ଗାଡିକୁ ପିଛା କରି ଏଠାରୁ ଚାରି କିଲୋମିଟର ଦୂର କରବସା ଗ୍ରାମ ନିକଟ ରାସ୍ତାରେ ଶାବ ଜବତ କରାଯିବା ସମ୍ଭବ ହୋଇପାରିଛି । କିନ୍ତୁ ଗାଡିର ଚାଳକଙ୍କ ସମେତ ଦୁଇ । ଜଟି ଜଣ ଖସି ପଳାଇ ଯାଇଥିବା ପ୍ରକାଶ ।ଏହି ଗାଡ଼ିରେ ବୋଝାଇ ହୋଇଥିବା । – ସାଢେ ଛଅ ଫୁଟିଆ ଲମର ୧୪ ଗୋଟି । କାଠ ବୋଝେଇ ପିକ୍‌ଅପ୍‌ ଜବତ; ଚାଳକ ଫେରାର ଶାଗୁଆନ ଲଗ୍ ସହ ପିକ୍‌ଅପକୁ ଜବତ କରାଯାଇ ମଞ୍ଚାବନ୍ଧାଠାରେ ରଖାଯାଇଛି । ଜବତ କାଠ ଲଗଗୁଡିକର ମୂଲ୍ୟ ୭୦ ହଜାର ଟଙ୍କାରୁ ଊଦ୍ଧି ହେବ । ଏହି ଲଗଗୁଡିକୁ ଶିମିଳିପାଳ ଅଭୟାରଣ୍ୟ ଅଂଚଳରୁ କଟାଯାଇ ବେଆଇନଭାବେ  ରାଜ୍ୟ ବାହାରକୁ ଚାଲାଣ ପାଇଁ ନିଆଯାଇଥିବା କୁହାଯାଇଛି । ଏ ସଂପର୍କରେ ବାରିପଦା ବନ ଜର । ୧୦୯ବିଏ/୨୦୨୦-୨୧ ନମର ଏକ ମାମଲା ଓଡ଼ିଶା ଫରେଷ୍ଟ ଆଇନର ୫୬ ଦଫାରେ ରୁଜୁ ହୋଇ ତଦନ୍ତ ଚାଲିଛି ।

Related Posts

About The Author

Add Comment