Homeଆପଣଙ୍କ ରିପୋର୍ଟକଳା ଟଙ୍କା ହ୍ରାସ, ଟିକସ ବୃଦ୍ଧି ଏବଂ ଦୁର୍ନୀତିକୁ ରୋକିବା ଦିଗରେ ସହାୟକ ହୋଇଛି ବିମୁଦ୍ରୀକରଣ କଳା ଟଙ୍କା ହ୍ରାସ, ଟିକସ ବୃଦ୍ଧି ଏବଂ ଦୁର୍ନୀତିକୁ ରୋକିବା ଦିଗରେ ସହାୟକ ହୋଇଛି ବିମୁଦ୍ରୀକରଣ Sandhan News | November 8, 2020 | Spread the love ନୂଆ ଦିଲ୍ଲୀ, ୦୮/୧୧/୨୦ (ସନ୍ଧାନ ନିଉଜ) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ବିମୁଦ୍ରୀକରଣ କଳା ଟଙ୍କା ହ୍ରାସ କରିବାରେ, ଟିକସ ବୃଦ୍ଧିରେ ସହାୟକ ହେବା ସହିତ ଦୁର୍ନୀତିକୁ ମଧ୍ୟ ରୋକିପାରିଛି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଫଳାଫଳ ଜାତୀୟ ପ୍ରଗତି ପାଇଁ ବହୁତ ଲାଭଦାୟକ ଅଟେ। Related Posts ଭଉଣୀଙ୍କୁ ଗଛରେ ବାନ୍ଧିଲା ଭଉଣୀ: ସମ୍ପତ୍ତି ଲୋଭ August 12, 2019 | Manas Kumar Rout | ଅଧିକ ପଢନ୍ତୁ ଚୁଲିକୁ ଗଲାଣି ପଲିଥିନ ବ୍ୟବହାର ନିଷିଦ୍ଧ କଟକଣା November 27, 2020 | 2005lindadavis1989 | ଅଧିକ ପଢନ୍ତୁ ପିକନିକ ସିଜନ୍ରେ କଂଟା ସାଜିଛି କରୋନା! December 10, 2020 | Sandhan News | ଅଧିକ ପଢନ୍ତୁ ସୁନ୍ଦରଗଡରେ ଆଉ 112 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ July 29, 2020 | Sandhan News | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.