ବାଲେଶ୍ୱର, ୦୩.୦୨.୨୦୨୧ (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ଛାତ୍ରୀଙ୍କ ବେକ କାଟି ଦେଲେ ଯୁବକ । କଲେଜ ଛାତ୍ରୀଙ୍କ ବେକ କାଟିଦେଲେ ଜଣେ ଯୁବକ । ମଙ୍ଗଳବାର ସନ୍ଧ୍ୟାରେ ଘଟିଯାଇଛି ଏମିତି ଏକ ଘଟଣା । ସେଲଟ୍ୟାକ୍ସ ଗଳି ନିକଟରେ କଲେଜ ଛାତ୍ରୀଙ୍କୁ ଆକ୍ରମଣ କଲେ ଯୁବକ । ଛାତ୍ରୀ ଜଣକ ଟ୍ୟୁସନ ସାରି ଫେରୁଥିବାବେଳେ ଯୁବକ ଜଣକ ତାଙ୍କୁ ଆକ୍ରମଣ କରି ତାଙ୍କ ବେକ କାଟିଦେଇଛନ୍ତି । ଗୁରୁତର ଛାତ୍ରୀଜଣକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।
କଲେଜ ଛାତ୍ରୀଙ୍କୁ ଆକ୍ରମଣ କଲେ ଯୁବକ
|
February 3, 2021 |
