କଲାଣ୍ଡ ଗ୍ରାମରେ ୪୪ତମ ଗଜଉଦ୍ଧାହରଣ ପୁଜା ମହୋଉତ୍ସବ ଧୁମ୍ ଧାମ୍ ରେ ପାଳିତ

Spread the love

ଜେନାପୁର/୧୮/୧୨/ସନ୍ଧାନ ନିଉଜ୍) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଏଣ୍ଡଳବା ଗ୍ରାମ ପଞ୍ଚାୟତ ଅଧୀନ କଲାଣ୍ଡ ଗ୍ରାମରେ ବହୁ ଧୁମ୍ ଧାମ୍ ରେ ୪୪ ତମ ଲକ୍ଷ୍ମୀ ନାରାୟଣ (ଗଜ ଉଦ୍ଧାହରଣ) ପୂଜା ଉତ୍ସବ ପାଳିତ ହେଉଛି, ଗତ ଚଳିତ ୧୬ ତାରିଖ ଧନୁ ସଂକ୍ରାନ୍ତି ଦିନ ବ୍ରାହ୍ମଣୀ ନଦୀରେ କଳସ ବୁଡାଇ ଗ୍ରାମ ଚତୃପାର୍ସ ପରି ଭ୍ରମଣ କରି ଲକ୍ଷ୍ମୀ ନାରାୟଣ ପୂଜା ମଣ୍ଡପରେ କଳସ ସ୍ଥାପନ କରିଥିଲେ, ଏହି ପୂଜା ପାଞ୍ଚ ଦିନ ଧରି ବହୁ ଆଡମ୍ବର ସହକାରେ ପାଳିତ ହୁଏ, ଏଥିରେ ଗୋ ପୂଜା, ସୂର୍ଯ୍ୟ ପୂଜା, ଦେବ ପୂଜା ଲକ୍ଷ୍ମୀ ନାରାୟଣ ଙ୍କର ସମସ୍ତ ପୂଜା ବିଧି ନୀତି ନିୟମ ଅନୁସାରେ ହୋଇଥାଏ, ପ୍ରତୋକ ସଂଧ୍ୟ୍ୟାରେ ଆଳତି କୀର୍ତ୍ତନ କରାଯାଇ ଥାଏ, ଏବଂ କୀର୍ତ୍ତନ ସମାପ୍ତ ହେବା ପରେ ଦର୍ଶକ ମାନଙ୍କ ମନୋରଞ୍ଜନ ଲାଗି, ଭଜନ ସହିତ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ସବୁ ପ୍ରତେକ ଦିନ ପରିବେଷଣ କରାଯାଇ ଥାଏ, ଆସନ୍ତା ୨୦ ତାରିଖ ପୂର୍ଣ୍ଣା ଆହୁତି ଥିବାବେଳେ, ଶୁକ୍ରବାର ଦିନ ଭସାଣି ଯାତ୍ରା ହେବ ବୋଲି ପୂଜା କମିଟି ତରଫରୁ ନିଷ୍ପତ୍ତି ନିଆ ଯାଉଛି,

Related Posts

About The Author

Add Comment