ଭୁବନେଶ୍ୱର, ୧୮/୦୩ (ସନ୍ଧାନ ନିୟୁଜ/ମାନସ ରାଉତ) କରୋନା ପାଇଁ କାଲିଠୁ କାଳିଆ ଦର୍ଶନ ବନ୍ଦ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ । ହେଲେ ପୂର୍ବ ଭଳି ମହାପ୍ରଭୁଙ୍କ ନୀତିକାନ୍ତି ଜାରି ରହିବ । ସେବାୟତମାନେ ବଡ଼ ଦେଉଳରେ ବଡ ଠାକୁରଙ୍କ ସେବା କରିବେ । କିନ୍ତୁ ଭୁତାଣୁ ଠାରୁ ଦୂରେଇ ରହିବା ଉଦ୍ଦେଶ୍ୟରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରିବା ପାଇଁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ ।
କରୋନା ପାଇଁ କାଳିଆ ଦର୍ଶନ ବନ୍ଦ
|
March 19, 2020 |
