କରୋନା ନପିଂଭର କ୍୍ଳିନିକର ଶୁଭାରମ୍ଭ ।

Spread the love
  •  
  •  
  •  
  •  
  •  

ଯାଜପୁର, ୧୮/୦୯/୨୦ (ସନ୍ଧାନ ନିଉଜ) : ଥଣ୍ଡା, ଜ୍ୱର, କାଶ ଇତ୍ୟାଦି ଲକ୍ଷଣ ଥିବା ବ୍ୟକ୍ତି ମାନଙ୍କର ଚିକିସôା ପାଇଁ ଯାଜପୁର ଜିଲ୍ଳ୍ା ମୁଖ୍ୟ ଚିକିସôାଳୟ ସମେତ ବିରଜା ଉଚ୍ଚ ବିଦ୍ୟାଳୟ ସମ୍ମୁଖ, ଦେବୀଦ୍ୱାର ପ୍ରାଥମିକ ବିଦ୍ୟାଳୟ, ବ୍ୟାସନଗର ସ୍ଥିତ ଯାଜପୁର ରୋଡ ହସ୍ପିଟାଲ, ଦଶରଥପୁର ସ୍ଥିତ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ରସୁଲପୁରର ମଧୁବନ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ବ୍ୟବସ୍ଥା କରାଯାଇଚ୍ଥି ବୋଲି ଜିଲ୍ଳ୍ାପାଳ ଚଳ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଚ୍ଥନ୍ତି । ଶୁକ୍ରବାର ପୂର୍ବାହ୍ନରୁ ଏହା କାର୍ଯ୍ୟକ୍ଷମ ହୋଇଚ୍ଥି । ବର୍ଷା ଋତୁ ସମୟରେ ସାଧାରଣତଃ ଥଣ୍ଡା, ଜ୍ୱର, ସର୍ଦ୍ଦି କାଶ ଇତ୍ୟାଦି ବୃଦ୍ଧି ପାଇଥାଏ ।ଏହା ସହ ଚଳିତ ବର୍ଷ କରୋନା ମଧ୍ୟ ପ୍ରଭାବ ବିସ୍ତାର କରିଚ୍ଥି । ତେଣୁ ଥଣ୍ଡା, ଜ୍ୱର ଇତ୍ୟାଦିରେ ପୀଡିତ ଲୋକ ମାନଙ୍କୁ ପ୍ରାଥମିକ ଭାବେ ଚିକିସôା ଓ ଓ÷୍ୟଷଧ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଚ୍ଥି । ଉପରୋକ୍ତ କେନ୍ଦ୍ରରେ ରହୁଥିବା ଚିକିସôକମାନେ ଆସୁଥିବା ରୋଗୀ ମାନଙ୍କର ଲକ୍ଷଣ ଦେଖି ଓ÷୍ୟଷଧ ଦେବେ ଓ ଏହା ସଂପୂର୍ଣ୍ଣ ମାଗଣାରେ ସେହି କେନ୍ଦ୍ରରେ ପ୍ରଦାନ କରାଯିବ, ଯାହା ପଂଳରେ ମେଡିକାଲ ମାନଙ୍କରେ ଅଯଥା ଭିଡକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ଜିଲ୍ଳ୍ାପାଳ ଶ୍ରୀ ରାଠୋର ଆଶା ବ୍ୟକ୍ତ କରିଚ୍ଥନ୍ତି । ଶୁକ୍ରବାର ପୂର୍ବାହ୍ନରେ ଦେବୀଦ୍ୱାର ପ୍ରାଥମିକ ବିଦ୍ୟାଳୟ ଠାରେ ଏହି ଅସ୍ଥାୟୀ ପିଂଭର କ୍ଳିନିକକୁ ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଳ୍ାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଓ ସିଡିଏମ୍ ପିଏଚ୍ଓ ଡା. ସୁଧାଂଶୁ ଶେଖର ବଳ ପ୍ରମୁଖ ଲୋକାର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଯାଜପୁର ପୈାର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି, ଏ.ଡି.ଏମ୍.ଓ. ଡା. ଅନୁପ କୁମାର ନାଥଶର୍ମା ପ୍ରମୁଖ ଉପସ୍ଥିତ ରହିଥିଲେ ।

Related Posts

About The Author

Add Comment